Latest Odisha News

BREAKING NEWS

‘ଷ୍ଟାର ୱାର’ ଅଭିନେତା ଆଣ୍ଡ୍ରିଉ ଜ୍ୟାକଙ୍କ କରୋନା ସଂକ୍ରମଣରେ ମୃତ୍ୟୁ

ଲଣ୍ଡନ: ‘ଷ୍ଟାର ୱାର’ ଫିଲ୍ମର ଅଭିନେତା ଆଣ୍ଡ୍ରିଉ ଜ୍ୟାକଙ୍କ କରୋନା ସଂକ୍ରମଣ ଯୋଗୁଁ ମଙ୍ଗଳବାର ଦିନ ମୃତ୍ୟୁ ହୋଇଛି । ସେ ୟୁକେର ସରେ ହସ୍ପିଟାଲରେ ପ୍ରାଣତ୍ୟାଗ କରିଛନ୍ତି । ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା ।

ତାଙ୍କ ପତ୍ନୀ ଗାବ୍ରିଏଲ ରୋଜର୍ସ ଅଷ୍ଟ୍ରେଲିୟାରେ କ୍ୱାରେଣ୍ଟାଇନରେ ଅଛନ୍ତି । ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଆଣ୍ଡ୍ରିଉଙ୍କ ମୃତ୍ୟୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.