Latest Odisha News

BREAKING NEWS

ଗାଳ୍ପିକ ଶଶିଭୂଷଣ ମହାନ୍ତିଙ୍କ ଗଳ୍ପ ସଂକଳନ ତୃଷ୍ଣା ଲୋକାର୍ପିତ

ଭୁବନେଶ୍ୱର : ଗାଳ୍ପିକ ଶଶିଭୂଷଣ ମହାନ୍ତିଙ୍କ ଗଳ୍ପ ସଂକଳନ ତୃଷ୍ଣା ଲୋକାର୍ପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ସ୍ଥାନୀୟ ସହିଦ ନଗର ସ୍ଥିତ ବିଷ୍ଣୁ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ଏହି ସାରସ୍ୱତ ସାମାରୋହରେ ସୁନୀଲ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।ଏହି ଅବସରରେ ଓଡ଼ିଆ ଗଳ୍ପର ସ୍ଥିତି ପ୍ରକୃତି ଏବଂ ଭବିଷ୍ୟତ ବିଷୟରେ ଆଲୋଚନା କରାଯାଇଥିଲା।

ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଦେବାଶିଷ ମହାପାତ୍ର, ରାଜକିଶୋର ଦାସ , ଜିତେନ୍ଦ୍ର କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.