ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ଆଥଲେଟଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଛି । ଶୁକ୍ରବାର ଭାରତର ସୁଧୀର ପାରା ପାୱାର ଲିଫ୍ଟିଂରେ ସ୍ୱର୍ଣ୍ଣପଦକ ଜିତିଛନ୍ତି । ସେ ପ୍ରଥମ ଉଦ୍ୟମରେ ୨୦୮ କେଜି ଓ ଦ୍ୱିତୀୟ ଉଦ୍ୟମରେ ୨୧୨ କେଜି ଭାର ଉଠାଇ ୧୩୪.୫ ପଂଏଟ ହାସଲ କରି ନୂତନ ରାଜ୍ୟଗୋଷ୍ଠୀ କ୍ରୀଡା ରେକର୍ଡ କରିଥିଲେ । ଇକେଚୁକୱ କ୍ରିଷ୍ଟିଆନ ଓବିଚୁକଓ୍ବ ୧୩୩.୬ ପଂଏଟ ସହ ରୌପ୍ୟ ଏବଂ ମିକି ୟୁଲେ ୧୩୦.୯ ପଂଏଟ ସହ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ୨୭ ବର୍ଷୀୟ ସୁଧୀର ପାରା ସ୍ପୋର୍ଟ୍ସରେ ଭାରତ ପାଇଁ ପଦକ ଦ୍ୱାର ଖୋଲିଛନ୍ତି । ସୂଚନାଯୋଗ୍ୟ, ପୋଲିଓରେ ଆକ୍ରାନ୍ତ ହେବା ଯୋଗୁ ସୁଧୀର ୨ ଗୋଡ ଅକାମୀ ହୋଇ ଯାଇଛି । ବିଭିନ୍ନ ମହଲରୁ ସୁଧୀରଙ୍କ ପ୍ରତି ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।
BREAKING NEWS
- ବାପାଙ୍କୁ ମୁଖାଗ୍ନି ଦେଇ ଉଦାହରଣ ଦେଲା ଝିଅ
- Khandagiri Jatra: ଖଣ୍ଡଗିରିରେ କେଉଁ ପାର୍ଟି କେଉଁ ଦିନ ଯାତ୍ରା କରିବ ଜାଣନ୍ତୁ..
- Indian Army Day: ନୂଆ ଭାରତର ବଳ ଭାରତୀୟ ସେନାଙ୍କ ଆତ୍ମନିର୍ଭରଶୀଳତା; ବ୍ରହ୍ମୋସ୍ ଠାରୁ ଆରମ୍ଭ କରି ନିର୍ଭୟ, ୟୁଏଭି ଏବଂ ନୂତନ ତୋପ…
- 78th Army Day: ଦେଶ ଦେଖିଲା ‘ଭୈରବ ବାଟାଲିୟନ’ର ପରାକ୍ରମ…
- ଦେଢ଼ ଲକ୍ଷରୁ ଅଧିକ କିଲୋମିଟର ଗଡିଥିବା ବିପିଟିଏସଏଲର ୩୦ଟି ପୁରୁଣା ବସ୍ ସ୍କ୍ରାପିଂ କରାଯିବ
- Assassination of Donald Trump: “ଏଥର ଗୁଳି ସିଧା ଲକ୍ଷ୍ୟରେ…”, ଟ୍ରମ୍ପଙ୍କୁ ହତ୍ୟା ଧମକ ଦେଲା ଇରାନ
- ଇଡି ଚଢଉକୁ ନେଇ ଟିଏମସି ଆବେଦନ ହାଇକୋର୍ଟରେ ଖାରଜ
- ହଠାତ୍ ଆକାଶ ମାର୍ଗ ବନ୍ଦ କରିଦେଲା ଇରାନ, ଆକାଶରେ ଉଡୁଥିଲା ଇଣ୍ଡିଗୋ ବିମାନ, ଆସୁଥିଲା ଦିଲ୍ଲୀ… ଜାଣନ୍ତୁ ତା ପରେ କ’ଣ ହେଲା…
- ଯଦି ବିମାନ କମ୍ପାନୀଗୁଡ଼ିକର ବିକଳ୍ପ ଅଛି, ତେବେ ରେଳବାଇ କାହିଁକି ନୁହେଁ? ଝଟକା ବନାମ ହଲାଲ ପ୍ରସଙ୍ଗକୁ ବିଚାରକୁ ନେଲା ଏନଏଚଆରସି
- Iran Protest: ଇରାନରେ ଅଶାନ୍ତି ନେଇ ଚିନ୍ତିତ ଭାରତୀୟ ଅଭିଭାବକ, କାଶ୍ମୀର ଛାତ୍ରମାନଙ୍କୁ ଫେରାଇ ଆଣିବା ପାଇଁ ମୋଦି ସରକାରଙ୍କୁ କଲେ ଆବେଦନ…
Comments are closed.