ବ୍ରହ୍ମପୁର : ତପସ୍ୱିନୀ ଓ ସୁମିତ ମାମାଲାରେ କୋର୍ଟର ରାୟ ଆସିବା ପରେ ଖୁସି ନାହାଁନ୍ତି ଡକ୍ଟର ସୁମିତ । ଏନେଇ ସୁମିତଙ୍କ ଓକିଲ ସୂଚନା ସୂଚନା ଦେଇଛନ୍ତି । ଜିଲ୍ଲା କୋର୍ଟରେ ରାୟ ବିରୋଧରେ ସୁମିତ୍ ହାଇକୋର୍ଟ ଯିବେ ବୋଲି ଜଣାପଡିଛି ।
୪୪ ଦିନ ଧରି ତପସ୍ୱିନୀ ଧାରଣାରେ ବସିବା ପରେ ତପସ୍ୱିନୀ ସୁମିତଙ୍କ ଘରେ ରହିବା ନେଇ ରାୟ ଶୁଣାଇଥିଲେ କୋର୍ଟ । ସେପଟେ କୋର୍ଟରେ ରାୟରେ ତପସ୍ୱିନୀ ଖୁସି ବ୍ୟକ୍ତ କରିଥିବା ବେଳେ ଭଗବାନ ତାଙ୍କ ସହିତ ଅଛନ୍ତି ବୋଲି କହିଛନ୍ତି । ଏବଂ ଶାଶୂ ଘରେ ରହି ସମସ୍ତଙ୍କ ମନକୁ ନେଇ ଚଳିବି ବୋଲି ତପସ୍ୱିନୀ କହିଛନ୍ତି । ହେଲେ ସୁମିତ ଏବେ ହାଇକୋର୍ଟ ଯିବା ପରେ ମାମଲା ଭିନ୍ନ ମୋଡ ନେଇପାରେ ।
BREAKING NEWS
- ଭାରତରେ ପ୍ରଥମ ଥର ପାଇଁ କେବେ ଆସିଥିଲା ପେଟ୍ରୋଲ? ଜାଣନ୍ତୁ କେଉଁ ଦେଶରୁ ଆମଦାନି ହୋଇଥିଲା..
- Hydroponic Ganja: ହାଇଡ୍ରୋପୋନିକ୍ ଗଞ୍ଜେଇ କ’ଣ? କାହିଁକି ବୃଦ୍ଧି ପାଉଛି ଚୋରା ଚାଲାଣ?
- Iran War: ଶୀଘ୍ର ପଡ଼ିବ ଯୁଦ୍ଧରେ ଯବନିକା!, କହିଦେଲେ ଟ୍ରମ୍ପ…
- ରୁଷିଆରେ ସେନା ବିମାନ ଦୁର୍ଘଟଣା: ୨୯ ମୃତ
- ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି
- ଆଜିଠୁ ATMରୁ ଟଙ୍କା ଉଠାଣ ସୀମା ବଦଳିଲା, ନୂଆ ଆୟକର ଆଇନ ଲାଗୁ
- ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
- ଆଜି ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ଗଠନକୁ ପୂରିଲା ୯୦ ବର୍ଷ
- ଦୀର୍ଘ ସମୟ ଧରି ଚାଲିଲା ବିଧାନସଭା ଅଧିବେଶନ, ରାତି ଅଧରେ ହେଲା ବିଲ୍ ପାସ୍
- ବଙ୍ଗଳା ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
Comments are closed.