ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ପରିବାର ସଦସ୍ୟ ଏବଂ ଘନିଷ୍ଠ ସହଯୋଗୀଙ୍କ ବୟାନ ରେକର୍ଡ କରିବା ପରେ ମୁମ୍ବାଇ ପୋଲିସ ଅଭିନେତାଙ୍କ ସହ ସ୍ୱାକ୍ଷରିତ କରିଥିବା ଚୁକ୍ତିନାମା କପି ଦାଖଲ କରିବାକୁ ପାଇଁ ୟଶ ରାଜ ଫିଲ୍ମସ କୁ ନିର୍ଦ୍ଦେଶ ଦେଇଛି। ସୁଶାନ୍ତଙ୍କ ମ୍ୟାନେଜର ଶ୍ରୁତି ମୋଦୀ ଏବଂ ପିଆର ରାଧିକା ନିହାଲାନୀଙ୍କ ପଚରାଉଚରା ପରେ ହୋଇଛି ପୋଲିସ ୟଶରାଜ ଫିଲ୍ମସ କୁ ନୋଟିସ ଜାରି କରିଛି। ଶ୍ରୁତି ପୋଲିସକୁ ପ୍ରକାଶ କରିଛନ୍ତି ଯେ ସୁଶାନ୍ତ ଫିଲ୍ମରେ କାମ କରିବା ବ୍ୟତୀତ ଅନେକ ପ୍ରୋଜେକ୍ଟ ପାଇଁ ଯୋଜନା କରିଥିଲେ। ସେହି ପ୍ରୋଜେକ୍ଟଗୁଡ଼ିକ ମଧ୍ୟରୁ ଗୋଟିଏ ହେଲା ଭିଭିଡ୍ ରେଞ୍ଜ୍ ରିଅଲିଷ୍ଟିକ୍ ଭର୍ଚୁଆଲ୍ ନାମକ ଏକ ଭର୍ଚୁଆଲ୍ ଗେମ୍ କମ୍ପାନୀ ପ୍ରତିଷ୍ଠା କରିବା । ଏହା ବ୍ୟତୀତ ସେ ନେସନ ଫର୍ ୱାର୍ଲ୍ଡ ନାମକ ଏକ ସାମାଜିକ ସେବା ପ୍ରୋଜେକ୍ଟରେ କାମ କରୁଥିଲେ ।ଏପର୍ଯ୍ୟନ୍ତ ମୁମ୍ବାଇ ପୋଲିସ ପ୍ରାୟ ୧୦ ଜଣଙ୍କ ବୟାନ ରେକର୍ଡ କରିଛି, ଯେଉଁମାନେ ସୁଶାନ୍ତଙ୍କ ସହ ଘନିଷ୍ଠ ଥିଲେ। ପୋଲିସ ସୁଶାନ୍ତଙ୍କ ବାନ୍ଦ୍ରା ନିବାସରୁ ପାଞ୍ଚଟି ବ୍ୟକ୍ତିଗତ ଡାଏରୀ ମଧ୍ୟ ଜବତ କରିଛି।
BREAKING NEWS
- ଗୁରୁବାର ସକାଳ ଯାଏଁ ୨୩ ଜିଲ୍ଲାରେ ଝଡ଼ ବର୍ଷା ସମ୍ଭାବନା
- ‘ମହାନଦୀ ଟ୍ରିବୁନାଲର ଓଡିଶା ଗସ୍ତ କଣ ପାଇଁ…ପିକନିକ ପାଇଁ ନୁହେଁ ତ?’
- India Fastest Train: ନା ବନ୍ଦେ ଭାରତ, ନା ରାଜଧାନୀ, ନା ଶତାବ୍ଦୀ…ଏହା ହେଉଛି ଭାରତର ସବୁଠାରୁ ଶୀଘ୍ର ଦୌଡ଼ୁଥିବା ଟ୍ରେନ୍…
- Sanjay Leela Bhansali: ହୃଦଘାତର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି କି ସଞ୍ଜୟ ଲୀଲା ବଂଶାଲୀ? ସାମ୍ନାକୁ ଆସିଲା ସତ…
- ଉପମୁଖ୍ୟମନ୍ତ୍ରୀଙ୍କ ନାଁରେ ଠକେଇ, ଲୋକଙ୍କୁ ମାଗୁଛନ୍ତି ଟଙ୍କା…
- ୫ ଓଟିଟି ପ୍ଲାଟଫର୍ମକୁ ବନ୍ଦ କଲେ ସରକାର…
- ବିବାହରେ ଚାଞ୍ଚଲ୍ୟ, ଜୟମାଳା ବେଳେ କନ୍ୟାକୁ ଗୁଳି ମାରିଲା ପ୍ରେମିକ!
- ୨୨ ବର୍ଷ ପରେ ଭୁଲ ମାନିଲେ ଷ୍ଟିଭ୍ ବକନର; ସଚିନ୍ଙ୍କୁ ଦେଇଥିଲେ ଭୁଲ୍ ଆଉଟ୍…
- ଟ୍ରମ୍ପଙ୍କ ବଡ଼ ଦାବି; ମୋ ଯୋଗୁଁ ବଞ୍ଚିଗଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ…
- Israel’s parliament in Indian tricolour: ପହଞ୍ଚିନାହାନ୍ତି ମୋଦୀ, ଇସ୍ରାଏଲ ସଂସଦରେ ଝଲସିଲା ତ୍ରିରଙ୍ଗା
Comments are closed.