Latest Odisha News

ସୁସ୍ମିତା ଦାସଙ୍କ କଣ୍ଠରେ ଶୁଭିବ ‘ପ୍ରେମର ପରିଭାଷା’

ଭୁବନେଶ୍ୱର : ବିଶିଷ୍ଟ କଣ୍ଠଶିଳ୍ପୀ ସୁସ୍ମିତା ଦାସ ଅୟିଗିରି ନନ୍ଦିନୀ ଗୀତର ବିପୁଳ ସଫଳତା ପରେ ଆଉ ଏକ ସୁନ୍ଦର ସଙ୍ଗୀତ ଭେଟି ଦେବାକୁ ଯାଉଛନ୍ତି ।

ନିର୍ଦ୍ଦେଶକ ରାଜେଶ ରଞ୍ଜନ ମହାନ୍ତିଙ୍କ ନିର୍ଦ୍ଦେଶନାରେ ପ୍ରସିଦ୍ଧ କବି ମାୟାଧର ମାନସିଂଙ୍କ କବିତା ‘ପ୍ରେମର ଭାଷା’କୁ ସେ ସଙ୍ଗୀତର ରୂପ ଦେବେ ।ଏହି ଗୀତର ଭିଡ଼ିଓ ଖୁବ୍ ଶୀଘ୍ର ୟୁଟ୍ୟୁବରେ ରିଲିଜ ହେବ  ବୋଲି ସୂଚନା ମିଳିଛି।

Leave A Reply

Your email address will not be published.