Latest Odisha News

BREAKING NEWS

ଗର୍ଜିଲେ ଶୁଭେନ୍ଦୁ, ମମତାଙ୍କୁ ନ ହରାଇଲେ ରାଜନୀତି ଛାଡିଦେବି

କୋଲକାତା: ମମତା ବାନାର୍ଜୀଙ୍କ ଚ୍ୟାଲେଞ୍ଜକୁ ସ୍ୱୀକାର କରିଛନ୍ତି ଶୁଭେନ୍ଦୁ ଅଧିକାରୀ । ସେ କହିଛନ୍ତି ଯଦି ତୃଣମୂଳ କଂଗ୍ରେସର ମମତାଙ୍କୁ ମୁଁ ଆଗାମୀ ନିର୍ବାଚନରେ ୫୦ହଜାର ଭୋଟ ବ୍ୟବଧାନରେ ହରାଇବି । ଯଦି ଏହା ନ ହୁଏ ତାହାହେଲେ ରାଜନୀତି ଛାଡିଦେବି ବୋଲି ଶୁଭେନ୍ଦୁ କହିଛନ୍ତି । ସୋମବାର ନନ୍ଦିଗ୍ରାମରୁ ନିର୍ବାଚନ ଲଢ଼ିବି ବୋଲି ମମତା ଘୋଷଣା କରିଥିଲେ । ଏହାର ଜବାବରେ ଶୁଭେନ୍ଦୁ ଏହା କହିଛନ୍ତି ।

BjdElectrycity

ସୂଚନାଯୋଗ୍ୟ, ନିକଟରେ ଶୁଭେନ୍ଦୁ ମମତାଙ୍କୁ ବିରୋଧ କରି ଟିଏମସି ଛାଡିବା ସହ ବିଜେପି ସହ ଯୋଗ ଦେଇଛନ୍ତି । ଯେଉଁ ନନ୍ଦ୍ରିଗାମ ଆନ୍ଦୋଳନରୁ ମମତା ୨୦୧୧ରୁ ରାଜନୈତିକ ସଫଳତା ହାସଲ କରିଥିଲେ, ସେହି ଯାଗାକୁ ଭୁଲି ଯାଇଛନ୍ତି । ବିକାଶ ପାଇଁ କିଛି କାର୍ଯ୍ୟ ନ କରି କୃଷକଙ୍କ ଉପରେ ଗୁଳି ଚଳାଇଥିବା ପୋଲିସ ଅଧିକାରୀଙ୍କୁ ଅରୁଣ ଗୁପ୍ତାଙ୍କ କାର୍ଯ୍ୟକାଳକୁ ସରକାର ୪ଥର ଏକ୍ସଟେନଶନ କରିଥିଲେ । ପଶ୍ଚିମବଙ୍ଗ ଏଥର ପରିବର୍ତନ ଚାହୁଁଛନ୍ତି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.