ଷ୍ଟକହୋମ୍: ସ୍ୱିଡେନର ଷ୍ଟକହୋମ୍ରେ ଏପରି ଏକ ହୋଟେଲ ଅଛି ଯାହା କି ସମ୍ପୂର୍ଣ୍ଣ ଭାବେ ବରଫରେ ତିଆରି । ବରଫ ଜମିବା ପରେ ଏହି ହୋଟେଲ ତିଆରି କରାଯାଏ । ବିଭିନ୍ନ ସ୍ଥାନରେ ପର୍ଯ୍ୟଟକମାନେ ଏଠାକୁ ଛୁଟି କଟାଇବା ପାଇଁ ଆସନ୍ତି । ପରେ ବରଫ ତରଳିବା ପରେ ହୋଟେଲ ମଧ୍ୟ ତରଳିଯାଇଥାଏ ।
୧୯୮୯ରୁ ଏହି ହୋଟେଲ ପ୍ରତ୍ୟେକ ବର୍ଷ ତିଆରି କରାଯାଏ । ଏଥିପାଇଁ ୨୫୦୦ ଟନ ବରଫ ନଦୀରୁ ବାହାର କରାଯାଇଥାଏ । ଏଥିରେ କଳାକାର ମାନେ ଆକର୍ଷଣୀୟ ଶୈଳୀରେ ରୁମ୍ ପ୍ରସ୍ତୁତ କରିଥାନ୍ତି । ପ୍ରତିବର୍ଷ ୫୦ ହଜାର ପର୍ଯ୍ୟଟକ ଏହି ରୁମଗୁଡିକରେ ରହିବା ପାଇଁ ଆସନ୍ତି । ଏଥିପାଇଁ ଦୈନିକ ୧୭୦୦୦ ଟଙ୍କା ଦେବାକୁ ପଡିଥାଏ ।
BREAKING NEWS
- ଆୟୋଜକ ଶ୍ରୀଲଙ୍କା ବିଦା, ରବୀନ୍ଦ୍ରଙ୍କୁ ୪ ୱିକେଟ
- FIH Pro League 2025-26: ଅଷ୍ଟ୍ରେଲିଆକୁ ହରାଇ ପ୍ରଥମ ବିଜୟ ହାସଲ କଲା ଭାରତ
- ଗମ୍ଭୀରଙ୍କ ରଣନୀତିକୁ ପରୋକ୍ଷରେ ସମାଲୋଚନା କଲେ ଏହି ବିଶ୍ୱକପ ବିଜେତା ଅଧିନାୟକ
- Foreign Currency:ରେଳ ଷ୍ଟେସନରୁ ପୁଳାପୁଳା ବିଦେଶୀ ମୁଦ୍ରା ଜବତ; ଯୁବକ ଫେରାର
- Epstein Files: ଏପ୍ଷ୍ଟାଇନ୍ଙ୍କୁ ନେଇ ସତ ମାନିଲେ ବିଲ୍ ଗେଟ୍ସ, କହିଲେ ମୋର ଭୁଲ ଥିଲା…
- ଟି୨୦ ର୍ୟାଙ୍କିଙ୍ଗ: ବୁମରାହ, ବରୁଣଙ୍କୁ ଫାଇଦା
- Chariot Of Lord Baladevjew : ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ ପାଇଁ ୧କୋଟି ଟଙ୍କା ଅନୁଦାନ ମଞ୍ଜୁର
- ଟି୨୦ ବିଶ୍ୱକପ: ଜିମ୍ବାୱେ ବିପକ୍ଷ ମୁକାବିଲାରେ ଭାଙ୍ଗିପାରେ ଅଭିିଷେକ-ଈଶାନ ଯୋଡି
- Explosives cache in J-K:ସୁରକ୍ଷାବାହିନୀର ବଡ଼ କାର୍ଯ୍ୟାନୁଷ୍ଠାନ; ଜଙ୍ଗଲରୁ ଅସ୍ତ୍ରଶସ୍ତ୍ର ଓ IED ଉଦ୍ଧାର
- ଟୋକନ୍ ଲାପ୍ସର ୧୫ ଦିନ ପର୍ଯ୍ୟନ୍ତ ଧାନ କିଣା; ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା
Comments are closed.