Latest Odisha News

BREAKING NEWS

ଓଡ଼ିଶାରେ କମୁଛି ପଜିଟିଭ ସଂଖ୍ୟା; ଆଜି ସୁସ୍ଥ ହେଲେ ଆଉ ୨୭୧ ଜଣ

ଭୁବନେଶ୍ୱର: ଓଡିଶାରୁ ଗୋଟିଏ ଦିନରେ ପ୍ରାୟ ୨୭୧ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହାକୁ ମିଶାଇ ସୁସ୍ଥତା ୩ ଲକ୍ଷ ୨୬ ହଜାର ୭୭୮ରେ ପହଞ୍ଚିଛି।

ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ ଲାଭ କରିଛନ୍ତି।

ଆରୋଗ୍ୟଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ୩୩, ଅନୁଗୁଳରୁ ୨୦, କଟକରୁ ୨୪, କେନ୍ଦ୍ରାପଡ଼ରୁ ୩୧, ଖୋର୍ଦ୍ଧା ଓ ମୟୂରଭଞ୍ଜରୁ ୨୪ ଜଣ ଲେଖାଏଁ, ବାଲେଶ୍ୱର,କଟକ ଓ ଯାଜପୁରରୁ ୧୬ ଜଣ ଲେଖାଏଁ, ଖୋର୍ଦ୍ଧାରୁ ୧୫ ଜଣ, ବରଗଡ଼ ଓ କେନ୍ଦୁଝରରୁ ୯ ଜଣ, ନୂଆପଡ଼ାରୁ ୪ ଜଣ, ଢେଙ୍କାନାଳ, ଗଞ୍ଜାମ, ନବରଙ୍ଗପୁର, ନୟାଗଡ଼ ଓ ରାୟଗଡାରୁ ୨ ଜଣ ଲେଖାଏଁ, ଭଦ୍ରକ, ଜଗତସିଂହପୁର ଓ ସୋନପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।

Leave A Reply

Your email address will not be published.