Latest Odisha News

BREAKING NEWS

୨୫ ହଜାର ଟଙ୍କାର ତଣ୍ଡ ଗଣିଲା ବାଲି ବୋଝେଇ ଟ୍ରକ

ଭଦ୍ରକ: ରାଜ୍ୟରେ ଜୋରସୋରରେ ଚାଲିଛି ଗାଡି କାଜଗପତ୍ର ଯାଞ୍ଚ । ପ୍ରତିଦିନ କାଟୁଛି ଲକ୍ଷ ଲକ୍ଷ ଟଙ୍କାର ଚାଲାଣ । ଏହି କ୍ରମରେ ଏକ ବାଲି ବୋଝେଇ ଗାଡିକୁ ଲାଗିଛି ୨୫ ହଜାର ଟଙ୍କାର ଜରିମାନା।

ଭଦ୍ରକ ଜିଲ୍ଲାରେ ଘଟିଛି ଏଭଳି ଘଟଣା। ସୂଚନାନୁସାରେ,ଏକ ବେଆଇନ ବାଲି ବୋଝେଇ ଟ୍ରକ ଜବତ କରିଛି ବନ୍ତ ତହସିଲଦାରଙ୍କ ଏନଫୋର୍ସମେଣ୍ଟ ଟିମ। ଏହିଟ୍ରକଟି ବେଆଇନ ଭାବେ ବାଲି ଚାଲାଣ କରୁଥିବା ବେଳେ ୨୫ ହଜାର ଟଙ୍କାର ଜରିମାନା ଗଣିଥିବା ଜଣାପଡିଛି ।

ଏନେଇ ଟ୍ୱିଟ କରି ସୂଚନା ଦେଇଛି ଭଦ୍ରକ ଜିଲ୍ଲା ପ୍ରଶାସନ। ।

Leave A Reply

Your email address will not be published.