Latest Odisha News

BREAKING NEWS

୨୦୨୨ ଟି୨୦ ବିଶ୍ୱକପ କ୍ରିକେଟ: ଚୂଡାନ୍ତ ହେଲା ୭ ଭେନ୍ୟୁ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟର ପରବର୍ତୀ ସଂସ୍କରଣ ଅଷ୍ଟ୍ରେଲିଆରେ ଖେଳାଯିବ । ୨୦୨୨ ସଂସ୍କରଣ ପାଇଁ ଆଜି ଆଇସିସି ୭ଟି ଭେନ୍ୟୁ ଚୂଡାନ୍ତ କରିଛି । ଫାଇନାଲ ମ୍ୟାଚ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ । ସୁପର ୧୨ ପର୍ଯ୍ୟାୟ ପାଇଁ ଭାରତ ସମେତ ୮ଟି ଟିମ ଘୋଷଣା କରାଯାଇଛି । ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ କ୍ୱାଲିଫାଇଂ ପର୍ଯ୍ୟାୟ ମାଧ୍ୟମରେ ସୁପର ୧୨ ପ୍ରବେଶ ପାଇଁ ଉଦ୍ୟମ କରିବେ ।

BjdElectrycity

୧୬ ଅକ୍ଟୋବରରୁ ୧୩ ନଭେମ୍ବର ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ମେଗା ଇଭେଂଟ ଆଡିଲେଡ, ବ୍ରିସବେନ, ଜିଲାଗ୍ନ, ହୋବାର୍ଟ, ମେଲବୋର୍ଣ୍ଣ, ପର୍ଥ ଓ ସିଡନୀରେ ୪୫ ମ୍ୟାଚ ଖେଳାଯିବ ।

Leave A Reply

Your email address will not be published.