Latest Odisha News

BREAKING NEWS

ତାବଲିଘି କରୋନା ଭାଇରସ କେସ୍‌: ୭ ହଜାର ଏଫଆଇର ରୁଜୁ

ଲକ୍ଷ୍ନୌ:ତାବଲିଘି ଜମାତ କେସରେ ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଡା ପଦକ୍ଷେପ ଗ୍ରହଣ କରିଛନ୍ତି । ରିପୋର୍ଟ ମୁତାବକ ଏ ପର୍ଯ୍ୟନ୍ତ ୭୧୭୭ ଲୋକଙ୍କ ନାମରେ ଏଫଆଇଆର ରୁଜୁ କରାଯାଇଛି । ସେହିପରି ୨୮୭ ବିଦେଶୀଙ୍କ ମଧ୍ୟରୁ ୨୧୧ଙ୍କ ପାସପୋର୍ଟ ଜବତ କରାଯାଇଛି । ଯୁପି ସରକାର ୪୨୯ ଲୋକଙ୍କ ସାମ୍ପୁଲ ପଠାଇଛି ।

ଯେଉଁ ବିଦେଶୀମାନେ ଭିଜା ନିୟମ ଉଲ୍ଲଘଂନ କରିଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଉତରପ୍ରଦେଶରେ ୧୨୧ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

Leave A Reply

Your email address will not be published.