ଆରଏସଏସରେ ଯୋଗ ଦେବେ କେଆରକେ, ଖୁବଶୀଘ୍ର ଯିବେ ନାଗପୁର
ମୁମ୍ବାଇ: ଅଭିନେତା ତଥା ଫିଲ୍ମ କ୍ରିଟିକ (ସମାଲୋଚକ) କମଲ ଆର ଖାନ ତଥା କେଆରକେ ତାଙ୍କର ବିବାଦୀୟ ଟ୍ୱିଟ୍ ଯୋଗୁଁ ନିକଟରେ ଜେଲରୁ ଫେରିଛନ୍ତି। ଜେଲରୁ ବାହାରିବା ପରେ ସେ ଅନେକ ଥର ରାଜନୀତିରେ ଯୋଗ ଦେବା କଥା କହିଛନ୍ତି। କିଛି ଦିନ ପୂର୍ବରୁ, କେଆରକେ ମୋହନ ଭଗବତଙ୍କୁ ଟ୍ୟାଗ କରି ଟ୍ୱିଟ…