Latest Odisha News

BREAKING NEWS

Browsing Tag

ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ

ଜ୍ୟାକଲିନଙ୍କୁ ଆଶ୍ୱସ୍ତି, ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଅନ୍ତରୀଣ ଜାମିନ୍

ମୁମ୍ବାଇ: ସିଂହଳ ସୁନ୍ଦରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ସାମାନ୍ୟ ଆଶ୍ୱସ୍ତି। ମହାଠକ କନମ୍ୟାନ୍ ସୁକେଶ ଚନ୍ଦ୍ରଶେଖରଙ୍କ ସହ ୨୦୦ କୋଟି ଟଙ୍କାର ବେଆଇନ ନେଣ-ଦେଣ ମାମଲାରେ ସମ୍ପୃକ୍ତ ଥିବା ଅଭିନେତ୍ରୀ ଜ୍ୟାକଲିନଙ୍କୁ ଆଜି ଅନ୍ତରୀଣ ଜାମିନ ମଞ୍ଜୁର କରାଯାଇଛି। ୫୦, ୦୦୦ ଟଙ୍କାର ବଣ୍ଡ…

ଜ୍ୟାକଲିନଙ୍କୁ ପୁଣି ସମନ ଜାରି କଲା ଦିଲ୍ଲୀ ପୋଲିସ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ ବଢ଼ିଛି । ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜ୍ୟାକଲିନ ଜଡିତ ଥିବା ନେଇ ଘନ ଘନ ଜେରା କରୁଛି ପୋଲିସ। ଏହି ମାମଲାରେ ସେପ୍ଟେମ୍ବର ୧୪ ବୁଧବାର ଅଭିନେତ୍ରୀଙ୍କୁ ସମନ ପଠାଇ…

ଜ୍ୟାକଲିନଙ୍କୁ ଜେରା କରୁଛି ପୁଲିସ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଆଜି ଇଓଡବ୍ଲ୍ୟ ଅଫିସରେ ହାଜର ହୋଇଛନ୍ତି। ଠକ ସୁକେଶ ଚନ୍ଦ୍ରଶେଖର ମାମଲାରେ ସେ ହାଜର ହୋଇଛନ୍ତି। ପୋଲିସ ଏବେ ଏହି ସିଂହଳୀ ଅଭିନେତ୍ରୀଙ୍କୁ ଜେରା କରୁଛି। ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଜେରା ପାଇଁ ଏକ ଲମ୍ବା ପ୍ରଶ୍ନ ତାଲିକା…