ସେଇ ଦୁର୍ଗମ ରାସ୍ତା..ପୁଣି ଯନ୍ତ୍ରଣାରେ ଛଟପଟ ହେଲେ ଗର୍ଭବତୀ
କୋରାପୁଟ: କେବେ ଗାଁକୁ ମିଳିବ ରାସ୍ତା ? କେବେ ସରିବ ଏ ଜନନୀ ଯନ୍ତ୍ରଣା ? କେବେ ମିଳିବ ରୋଗୀକୁ ଆଶ୍ୱସ୍ତି ? ରାସ୍ତା ନ ଥିବାରୁ ଖଟିଆରେ ରୋଗୀ ବୁହାହେବା ଆଜି ନୂଆ କଥା ନୁହେଁ । ବର୍ଷ ବର୍ଷ ଧରି ଲାଗି ରହିଛି ଏମିତି ଅବ୍ୟବସ୍ଥା । ହେଲେ ଏ ଯନ୍ତ୍ରଣାରୁ ମୁକ୍ତି କାହିଁ ? ଏ ଦୃଶ୍ୟ…