Latest Odisha News

BREAKING NEWS

Browsing Tag

108 Ambulance

ରେଳ ଧାରଣାରୁ ବିକଳାଙ୍ଗ ବ୍ୟକ୍ତିଙ୍କୁ ଉଦ୍ଧାର କଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ବାଲେଶ୍ୱର: ବାହାନଗା ରେଲୱେ ଫାଟକ ନିକଟରୁ ଜଣେ ଅଜଣା ବିକଳାଙ୍ଗ ବ୍ୟକ୍ତିଙ୍କୁ ଉଦ୍ଧାର କରିଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଘଟଣାନୁଯାୟୀ ବୁଧବାର ସକାଳ ପ୍ରାୟ ୫.୩୦ ସମୟରେ ବାଲେଶ୍ୱର ଜିଲ୍ଲା ବାହାନଗା ରେଲୱେ ଷ୍ଟେସନ ଅଧିନସ୍ଥ ଇଚ୍ଛାପୁର ରେଲୱେ ଫାଟକ ନିକଟରେ ଜଣେ ଅଜଣା ବିକଳାଙ୍ଗ…

୧୦୮ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ସମ୍ପର୍କୀୟ

ଯାଜପୁର: କୁଆଖିଆ ରାସ୍ତାର ତାରିଣୀ ଛକ ନିକଟରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଅଳ୍ପକେ ରୋଗୀ ଓ ତାଙ୍କ ସମ୍ପର୍କୀୟ ବଞ୍ଚି ଯାଇଛନ୍ତି । ସୂଚନା ଅନୁଯାୟୀ, ଯାଜପୁର ଟାଉନରୁ ୨ ଜଣ ଆଟେଣ୍ଡାଣ୍ଟ  ୧୦୮ ଆମ୍ବୁଲାନ୍ସରେ ଜଣେ ରୋଗୀକୁ ନେଇ କଟକ ଯାଉଥିଲେ । ଆମ୍ବୁଲାନ୍ସଟି ଭାରସାମ୍ୟ…

୧୦୮/୧୦୪ ଆମ୍ବୁଲାନ୍ସରେ ଯାଇପାରିବେ କରୋନା ଲକ୍ଷଣ ଥିବା ରୋଗୀ: ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର: ଏଣିକି ୧୦୮ ଆମ୍ବୁଲାନ୍ସରେ ଯାଇପାରିବେ କରୋନା ଲକ୍ଷଣ ଥିବା ରୋଗୀ । କେବଳ ୧୦୮ ନୁହେଁ ୧୦୪ ମଧ୍ୟ କରୋନା ରୋଗୀ ହସ୍ପିଟାଲ ଯିବେ । ଏନେଇ ଗଞ୍ଜାମ ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି । ପୁରୁଣା ବ୍ରହ୍ମପୁର ପ୍ରହଲ୍ଲାଦ ନଗରରେ ୧୦୮ ଆମ୍ବୁଲାନ୍ସ ରୋଗୀଙ୍କ ନନେବା ଘଟଣାକୁ…