ତାମିଲନାଡୁ ସରକାରୀ ଡାକ୍ତରଖାନାରେ ୧୧ ରୋଗୀଙ୍କ ମୃତ୍ୟୁ
ତାମିଲନାଡୁ: ମଙ୍ଗଳବାର ରାତିରେ ତାମିଲନାଡୁର ଚେଙ୍ଗଲପାଟ୍ଟୁସ୍ଥିତ ଚେଙ୍ଗଲପାଟ୍ଟୁ ସରକାରୀ ଡାକ୍ତରଖାନାରେ ଅତି କମରେ ୧୧ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି।
ତେବେ ଡାକ୍ତରଖାନାରେ ପର୍ଯ୍ୟାପ୍ତ ଅମ୍ଳଜାନ ଯୋଗାଣ ଥିବା ଡିନ୍ ଜନ୍ ଲୁଇସ୍ କହିଛନ୍ତି।
ରୋଗୀଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ…