Latest Odisha News

BREAKING NEWS

ତାମିଲନାଡୁ ସରକାରୀ ଡାକ୍ତରଖାନାରେ ୧୧ ରୋଗୀଙ୍କ ମୃତ୍ୟୁ

ତାମିଲନାଡୁ: ମଙ୍ଗଳବାର ରାତିରେ ତାମିଲନାଡୁର ଚେଙ୍ଗଲପାଟ୍ଟୁସ୍ଥିତ ଚେଙ୍ଗଲପାଟ୍ଟୁ ସରକାରୀ ଡାକ୍ତରଖାନାରେ ଅତି କମରେ ୧୧ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି।

ତେବେ ଡାକ୍ତରଖାନାରେ ପର୍ଯ୍ୟାପ୍ତ ଅମ୍ଳଜାନ ଯୋଗାଣ ଥିବା ଡିନ୍ ଜନ୍ ଲୁଇସ୍ କହିଛନ୍ତି।

ରୋଗୀଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି।

ମୃତ ବ୍ୟକ୍ତି କୋଭିଡ ରୋଗୀ ଥିଲେ କି ନାହିଁ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ।

Leave A Reply

Your email address will not be published.