ଦେଢ଼ କୋଟି ଟଙ୍କାର ଗଞ୍ଜେଇ ଜବତ, ଟ୍ରକ ଛାଡ଼ି ପଳାଇଲେ ମାଫିଆ
ରାୟଗଡ଼ା: ଦେଢ଼ କୋଟି ଟଙ୍କାର ଗଞ୍ଜେଇ ଜବତ । ଟ୍ରକରେ ଭର୍ତ୍ତି ହୋଇ ଚାଲାଣ ହେଉଥିଲା । ଯାଞ୍ଚ ବେଳେ ଧରିଲା ଅବକାରୀ ବିଭାଗ । ରାୟଗଡ଼ା ଜିଲ୍ଲା ମୁକୁନ୍ଦପୁର ଘାଟିରେ ଟ୍ରକ୍ରୁ ଜବତ ହୋଇଛି ୧୬ଶହ ୨୨ କିଲୋଗ୍ରାମର ଗଞ୍ଜେଇ । ଯାହାର ମୂଲ୍ୟ ଦେଢ଼େ କୋଟି ଟଙ୍କା ହେବ । ୫୬ଟି ପ୍ୟାକେଟ କରି…