[ଭାଇରାଲ ଭିଡିଓ] କୋଟିକୋଟି ଟଙ୍କାର ଲାଂଚ କାରବାର, ଧରାପଡିଲେ ତହସିଲଦାର !
ତେଲେଙ୍ଗାନା: ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ ପାଇଁ ପାଇଥିଲେ ଡାକରା । ହେଲେ ପତାକା ଉତ୍ତୋଳନକୁ ଆଡେଇ ଲାଂଚ ନେବାକୁ ମନସ୍ଥ କରିଥିଲେ ତହସିଲଦାର। ଶେଷରେ ଲାଂଚ ନେବା ଅଭିଯୋଗରେ ଆଣ୍ଟି କରପ୍ସନ ବ୍ୟୁରୋ ତାଙ୍କୁ ଗିରଫ କରିଛି ।
ଶୁକ୍ରବାର ହାଇଦ୍ରାବାଦର କିସ୍ରା ତହସିଲଦାର ଏର୍ଭା…