ନିଆଁରେ ପୋଡି ହୋଇ ୩ ଜୀବନ୍ତ ଦଗ୍ଧ : ଜଳିଗଲେ ମାଆ ସହ ୨ ଶିଶୁ
ମୟୁରଭଞ୍ଜ : ନିଆଁରେ ପୋଡିହୋଇ ୩ ଜୀବନ୍ତ ଦଗ୍ଧ । ନିଆଁ ଲାଗି ଜଳିଗଲେ ମାଆ ସହ ୨ ଶିଶୁ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଉଞ୍ଚଗା ଗ୍ରାମରେ । ବାପାକୁ ଅଟକ ରଖି ଝାରପୋଖରିଆ ପୋଲିସର ତଦନ୍ତ ଜାରି ରହିଛି ।
ରାତିରେ ଖାଇ ଶୋଇଥିବା ବେଳେ ନିଆଁରେ…