Latest Odisha News

BREAKING NEWS

Browsing Tag

9 dead

ଭୁଶୁଡିଲା ନିର୍ମାଣଧୀନ ପାଚେରି, ଶିଶୁ ସମେତ ୯ ମୃତ

ହାଇଦ୍ରାବାଦ: ପାଚେରି ଭୁଶୁଡି ୯ ଜଣଙ୍କ ମୃତ୍ୟୁ । ତେଲେଙ୍ଗାନା ହାଇଦ୍ରାବାଦ ବାନ୍ଦଲାଗୁଡା ଅଂଚଳରେ ଘଟିଛି ଏଭଳି ଅଘଟଣ । ପ୍ରବଳ ବର୍ଷା ଯୋଗୁଁ ଏକ ନିର୍ମାଣଧୀନ ପାଚେରି ଭୁଶୁଡି ପଡିବା ଫଳରେ ୯ ଜଣଙ୍କ ମୃତ୍ୟୁ ହୋଇଛି । ୯ ମୃତକଙ୍କ ମଧ୍ୟରେ ଜଣେ ଦୁଇ ମାସର ଶିଶୁ ମଧ୍ୟ ରହିଛି । ଏଥିସହ ଏହି…

ଜୀବନ ନେଲା ସାନିଟାଇଜର …

ଅମରାବତୀ: ଲକ୍‌ଡାଉନ ବେଳେ ମଦ ନ ପାଇ ସାନିଟାଇଜର ପିଇ ୯ ଜଣଙ୍କର ମୃତ୍ୟୁ । ଏଭଳି ଘଟଣା ଘଟିଛି ଆନ୍ଧ୍ରପ୍ରଦେଶ ପ୍ରକାଶମ୍ ଜିଲ୍ଲାର କରିଛେଦୁ ମଣ୍ଡଳ ଅଞ୍ଚଳରେ । ଗତକାଲି ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଛଅ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ଲକ୍ ଡାଉନ ଯୋଗୁଁ…