Latest Odisha News

BREAKING NEWS

Browsing Tag

Aadipurush

ସୀତା ଖୋଜୁଛନ୍ତି ଆଦି ପୁରୁଷ !

ତେଲେଙ୍ଗାନା: ଓମ୍ ରାଉତଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେବ ବହୁ ପ୍ରତିକ୍ଷୀତ ଫିଲ୍ମ ଆଦି ପୁରୁଷ । ଏଥିରେ ସାଉଥ୍ ସୁପରଷ୍ଟାର ପ୍ରଭାସ୍ ଅଭିନୟ କରୁଥିଲାବେଳେ ହିନ୍ଦୀ ସମେତ ଅନ୍ୟ ତିନୋଟି ଭର୍ସନରେ ବି ଫିଲ୍ମଟି ଦର୍ଶକଙ୍କ ସାମ୍ନାକୁ ଆସିବ । ଖବର ମିଳିଛି ଏହି ଫିଲ୍ମ ପାଇଁ ପ୍ରଭାସ୍…

ଫିଲ୍ମ ଆଦିପୁରୁଷ, ବନ୍ଧୁତାରେ ତିକ୍ତତା ନା ରାବଣ ଚରିତ୍ରକୁ ନାପସନ୍ଦ ?

ମୁମ୍ବାଇ: ଚଳିତବର୍ଷ ଏକମାତ୍ର ଫିଲ୍ମ ତାନାଜୀ ସୁପରହିଟ୍ ସାବ୍ୟସ୍ତ ହୋଇଥିଲା । ବନ୍ଧୁ ତଥା ନିର୍ଦ୍ଦେଶ ଓମ୍ ରାଉତଙ୍କ ଫିଲ୍ମରେ ତାନାଜୀ ଭାବେ ନଜର ଆସିଥିଲେ ଅଜୟ ଦେବଗନ୍ । ହେଲେ ଓମ୍‌ଙ୍କ ନିର୍ଦ୍ଦେଶନାରେ ଦ୍ୱିତୀୟ ଫିଲ୍ମ ଆଦିପୁରୁଷରେ ଅଭିନୟ ପାଇଁ କିନ୍ତୁ ଅଜୟ ମନା କରିଥିଲେ । ତେବେ ଏହା…