Latest Odisha News

BREAKING NEWS

Browsing Tag

Adivasi Mela

୧୩ ଦିନରେ ଆଦିବାସୀ ମେଳା; ମନ ମୋହୁଛି ଜନଜାତି ଜୀବନର ବିରଳ ଫଟୋଚିତ୍ର 

ଭୁବନେଶ୍ୱର; ରାଜଧାନୀର ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଜନଜାତି ଜୀବନର ମହାକୁମ୍ଭ ଆଦିବାସୀ ମେଳା ଆଜି ତ୍ରୟୋଦଶ ଦିବସରେ ପହଁଚିଥିବା ବେଳେ ରବିବାର ଛୁଟି ଥିବାରୁ ମେଳା ପରିସର ଲୋକାରଣ୍ୟ ହୋଇ ଉଠିଥିଲା । ପୂର୍ବାହ୍ନ ୧୧ଟାରୁ ଆଦିବାସୀ ପଡ଼ିଆର ଚାରିପଟୁ ଆଗ୍ରହୀ ଦର୍ଶକଙ୍କ ଲମ୍ବାଧାଡ଼ି…

ଉଦଘାଟିତ ହେଲା ଆଦିବାସୀ ମେଳା, ପ୍ରଥମ ଥର ପାଇଁ ଇ ମାର୍କେଟିଂ ବ୍ୟବସ୍ଥା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଲା ରାଜ୍ୟସ୍ତରୀୟ ଆଦିବାସୀ ମେଳା । ଭର୍ଚୁଆଲ ମୋଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଥିଲେ । ଏହା ଫେବ୍ରୁଆରୀ ୯ ତାରିଖ ଯାଏଁ ଚାଲିବ । ଦିନ ୧୧ଟାରୁ ସନ୍ଧ୍ୟା ୭ଟା ଯାଏଁ ମେଳା ଚାଲିବ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଇ ମାର୍କେଟିଂର…

ଉଦଯାପିତ ହେଲା ରାଜ୍ୟସ୍ତରୀୟ ଆଦିବାସୀ ମେଳା

ଭୁବନେଶ୍ୱର: ସାଧରଣତନ୍ତ୍ର ଦିବସରୁ ଆରମ୍ଭ ହୋଇଥିବା ୧୫ଦିନିଆ ରାଜ୍ୟସ୍ତରୀୟ ଆଦିବାସୀ ମେଳା ରବିବାର ଦିନ ଉଦଯାପିତ ହୋଇଛି । ଉଦଯାପନୀ ଉତ୍ସବର ମୁଖ୍ୟ ଅତିଥିଭାବେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗର ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା ମଧ୍ୟ…

ଆଦିବାସୀ ମେଳାର ୮ମ ସନ୍ଧ୍ୟା; ସେଲ୍ଫି ଜୋନରେ ଜମୁଛି ଭିଡ଼

ଭୁବନେଶ୍ୱର: ଆଦିବାସୀ ମେଳାର ଅଷ୍ଟମ ସଂଧ୍ୟାରେ ମେଳା ପରିସରରେ ଦର୍ଶକଙ୍କ ଖୁବ ଭିଡ ପରିଲକ୍ଷିତ ହୋଇଛି। ଖାସକରି ମେଳା ପରିସରରେ ଥିବା ସେଲ୍ଫି ଜୋନ୍ ସମସ୍ତଙ୍କୁ ଏକପ୍ରକାର ଆକର୍ଷିତ କରିଥିଲା। ଆବାଳବୃଦ୍ଧବନିତା ଦଳ ଦଳ ହୋଇ ବିଭିନ୍ନ ଆକର୍ଷଣୀୟ ସ୍ଥାନରେ ଫଟୋ ଉଠାଇବାର ମଜ୍ଜା ମଧ୍ୟ ନେଇ…

ଆଦିବାସୀ ମେଳାରେ ଜମୁଛି ଦର୍ଶକଙ୍କ ଭିଡ

ଭୁବନେଶ୍ୱର: ଆଦିବାସୀ ମେଳା ବୁଲି ଦେଖିବାକୁ ପ୍ରତିଦିନ ଦର୍ଶକଙ୍କ ଖୁବ୍ ଭିଡ ଜମୁଛି । ମେଳାର ୭ମ ସଂଧ୍ୟାରେ ମଧ୍ୟ ରେକର୍ଡ ସଂଖ୍ୟକ ତଥା ଦେଢ ଲକ୍ଷ ଲୋକଙ୍କ ସମାଗମ ହୋଇଥିବା ଜଣାପଡିଛି । ସାତ ଦିନରେ ୭ଲକ୍ଷରୁ ଅଧିକ ଦର୍ଶକ ମେଳା ବୁଲିବାକୁ ଆସିଥିବାବେଳେ କାରବାର ମଧ୍ୟ ସାଢେ ତିନିକୋଟି…

ରାଜଧାନୀରେ ଜମୁଛି ଆଦିବାସୀ ମେଳାର ସମ୍ଭାର

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଇଡକଲ ପ୍ରଦର୍ଶନୀ ପଡିଆରେ ଚଳିତ ବର୍ଷ ଆଦିବାସୀ ମେଳା ଅନୁଷ୍ଠିତ ହୋଇଛି । ଆଦିବାସୀ ସମ୍ପ୍ରଦାୟର କଳା ସଂସ୍କୃତି ଜୀବନ ଧାରଣର ଶୈଳୀ ଚିତ୍ରକଳା ଓ ସ୍ଥାପତ୍ୟକୁ ପ୍ରଦର୍ଶନ କରିବା ସହିତ ବିଭିନ୍ନ ଜଙ୍ଗଲ ଜାତ ଦ୍ରବ୍ୟ ଓ ଆଦିବାସୀଙ୍କ ସାମଗ୍ରୀ ବିକ୍ରୀ କରିବା…