ସୁନ୍ଦରଗଡ଼ ADM ବିଶ୍ୱଜିତ୍ ମହାପାତ୍ରଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି
ସୁନ୍ଦରଗଡ଼: ସୁନ୍ଦରଗଡ଼ ADM ବିଶ୍ୱଜିତ୍ ମହାପାତ୍ରଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ । ଭିଜିଲାନ୍ସ ଜାଲରେ ରାଜ୍ୟ ସରକାରଙ୍କ ଆଉ ଜଣେ କୁବେର ବାବୁ ADM ବିଶ୍ୱଜିତ୍ ମହାପାତ୍ର । ଭିଜିଲାନ୍ସ ସୁନ୍ଦରଗଡ଼ ADM ବିଶ୍ୱଜିତଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି । ଆଜି ତାଙ୍କୁ…