Latest Odisha News

BREAKING NEWS

Browsing Tag

Administration

ବିପଦର ନାଁ ମୁକୁଳା ଡ୍ରେନ୍: ଚୁପ୍ ବସିଛି ପ୍ରଶାସନ !

ନୁଆପଡ଼ା: ମୁକୁଳା ଡ୍ରେନ୍ ବିପଦକୁ କରୁଛି ଆମନ୍ତ୍ରଣ । ଅନେକ ଦୁର୍ଘଟଣା ଘଟୁଥିବା ବେଳେ ପ୍ରଶାସନ କିନ୍ତୁ ଚୁପ୍ ବସିଛି । ନୂଆପଡା ଜିଲ୍ଲା ଖଡ଼ିଆଳ ସହର ଦେଇ  ଯାଇଥିବା ଖଡ଼ିଆଳ-ସିନାପାଲି ମୁଖ୍ୟ ରାସ୍ତାର ଡ୍ରେନ ମୁକୁଳା  ପଡ଼ିଛି । ଏନେଇ ଅନେକ ସମୟରେ ଲୋକେ ଦୁର୍ଘଟଣାର ଶିକାର ହୋଇଥିବା…

ପ୍ରକୃତ ଲକ୍ଷ୍ୟରୁ ବାଟବଣା ହେଉଛି କି ମୋ ସରକାର ? ଆସିଲା ଅଭିଯୋଗ, ଜବାବ ରଖିଲେ ଜିଲ୍ଲାପାଳ

ଢେଙ୍କାନାଳ : ଜନସାଧାରଣ ହେଉଛନ୍ତି ଗଣତନ୍ତ୍ରର ଆତ୍ମା। ଗଣତନ୍ତ୍ରରେ ପ୍ରତିଟି ଅନୁଷ୍ଠାନ ଲୋକଙ୍କ କଲ୍ୟାଣ ପାଇଁ, ଲୋକଙ୍କ ପଇସାରେ ଲୋକଙ୍କ ସେବା ଏବଂ ସଶକ୍ତୀକରଣ ପାଇଁ ସୃଷ୍ଟି କରାଯାଇଛି। ପ୍ରଶାସନ ଓ ସରକାରୀ କାର୍ଯ୍ୟାଳୟ ଲୋକଙ୍କ ସେବା ପାଇଁ ଅଛି। ଲୋକମାନେ ହିଁ ଏହାର ପ୍ରକୃତ ମାଲିକ।…

ଅମାନିଆଙ୍କୁ ଫୁଲ ଓ ଚକୋଲେଟ୍ ଦେଲେ ଉପଜିଲ୍ଲାପାଳ

କାମାକ୍ଷାନଗର: ନବବର୍ଷ ପାଳନରେ ସମସ୍ତେ ମତୁଆଲା । କିଏ କ୍ଲବ ଯାଉଛି ତ ଆଉ କିଏ ପିକନିକ୍ । କାନ୍ଥରୁ କାଲେଣ୍ଡର ବଦଳିବା ସହ ବର୍ଷକୁ ବର୍ଷ ବଢ଼ି ଚାଲିଛି ମଣିଷର ବ୍ୟସ୍ତତା । ଅନେକ ସମୟରେ ଲୋକେ ବ୍ୟସ୍ତ ଭିତରେ ହେଉ ଅବା ଜାଣିଶୁଣି ସ୍ପିଡ୍ ଡ୍ରାଇଭିଂ କରିଥାନ୍ତି । ନିଜେ ମୃତ୍ୟୁମୁଖରେ…