ବିକ୍ରି ହୋଇନି ପୁରୀ ବଗଲା ଧର୍ମଶାଳା ଜମି: ଜିଲ୍ଲା ପ୍ରଶାସନ
ପୁରୀ: ପୁରୀ ବଗଲା ଧର୍ମଶାଳା ଜମି ବିବାଦ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛି ପୁରୀ ଜିଲ୍ଲା ପ୍ରଶାସନ । କାହାକୁ ଦିଆଯାଇନି ବଗଲା ଜମି । ଘରୋଇ ଲଜ୍ ମାଲିକଙ୍କୁ ଜମି ଦିଆଯାଇନି । ସେବାୟତଙ୍କ ବିସ୍ଥାପନ ପାଇଁ ଜମିର ୧୨% ବ୍ୟବହାର ହୋଇଛି । ୭୫ ମିଟର ଉଚ୍ଛେଦ ବେଳେ ଜମି ହରାଇଥିଲେ ଏହି ସେବାୟତ ।…