Latest Odisha News

BREAKING NEWS

Browsing Tag

Afganistan Situation

ଆଫଗାନିସ୍ତାନ ସ୍ଥିତି ନେଇ ଆଜି କେନ୍ଦ୍ର ସରକାର ଡାକିଛନ୍ତି ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ଆଫଗାନିସ୍ତାନ ସ୍ଥିତି ନେଇ ଆଜି କେନ୍ଦ୍ର ସରକାର ଡାକିଛନ୍ତି ସର୍ବଦଳୀୟ ବୈଠକ । ଆଫଗାନ ସ୍ଥିତି ବାବଦରେ ବିରୋଧୀଙ୍କୁ ଅବଗତ କରାଇବେ ସରକାର । ଏଦିଗରେ ଭାରତର ଆଭିମୁଖ୍ୟ, ଆଗାମୀ କାର୍ଯ୍ୟପନ୍ଥା ବାବଦରେ ବୈଠକରେ ଆଲୋଚନା ହେବ । ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ବିରୋଧୀଙ୍କୁ…

ବାଇଡେନଙ୍କୁ ଟ୍ରମ୍ପଙ୍କ ପ୍ରଶ୍ନ: ଆଫଗାନରୁ କେତେ ଆତଙ୍କୀଙ୍କୁ ଆମେରିକା ଆଣିଛ ?

ଓ୍ୱାଶିଂଟନ୍: କାବୁଲକୁ ତାଲିବାନ ଅକ୍ତିଆର କରିବା ପରେ ସେଠାରୁ ବାହାର ଦେଶର ଲୋକ, ଆଫଗାନ ଶରଣାର୍ଥୀ ଓ ଅନ୍ୟାନ୍ୟ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରୁଛି ଆମେରିକା । କାବୁଲ ଏୟାରପୋର୍ଟରେ ମାର୍କିନ ସୈନ୍ୟ ନିୟୋଜିତ ଅଛନ୍ତି । ଆଫଗାନିସ୍ତାନ ଛାଡୁଥିବା ଲୋକଙ୍କୁ ଆମେରିକା ଏୟାରଲିଫ୍ଟ କରୁଛି ।…

ଆଫଗାନିସ୍ତାନରେ ସରକାର ଗଠନ ନେଇ ଚାଲିଛି ଆଲୋଚନା

ଆଫଗାନିସ୍ତାନ : ଆଫଗାନିସ୍ତାନରେ ଘଡିକେ ଛୁଟୁଛି ଘୋଡା । ସରକାର ଗଠନ ନେଇ ପୂର୍ବତନ ରାଷ୍ଟ୍ରପତି ହମିଦ କାରଜାଇ ଓ ତାଲିବାନ ନେତା ମୁଲ୍ଲା ଅବଦୁଲ ଘନି ବାରଦାରଙ୍କ ସହ ଆଲୋଚନା ହୋଇଛି । ସେପଟେ ପ୍ରତିରକ୍ଷା ମନ୍ତ୍ରୀ ଜେନରାଲ ବିସମିଲ୍ଲା ମହମ୍ମଦି ଏବେ ଚର୍ଚ୍ଚାକୁ ଆସିଛନ୍ତି । ସେ ଏବେ…