Latest Odisha News

BREAKING NEWS

Browsing Tag

AK-47

ସମୁଦ୍ରରୁ ଭାସି ଆସିଥିବା ଡଙ୍ଗାରୁ ମିଳିଲା ୩ଟି ଏକେ-୪୭ ସହ ଗୁଳି

ମୁମ୍ବାଇ:  ମହାରାଷ୍ଟ୍ରର ରାୟଗଡ ଜିଲ୍ଲାର ହରିହରେଶ୍ୱର ଉପକୂଳରେ ଡଙ୍ଗାରୁ ତିନୋଟି AK-47 ଏବଂ ଗୁଳି ଜବତ କୁ ନେଇ ହାଇ ଆଲର୍ଟ ଜାରି କରାଯାଇଛି। ଏହା ପରେ ଆତଙ୍କବାଦୀ ଷଡଯନ୍ତ୍ରର ସମ୍ଭାବନା ଥିବାରୁ ପୋଲିସ ସତର୍କ ହୋଇଥିଲା । ପୋଲିସ ଏକ ଦଉଡି ସାହାଯ୍ୟରେ ଡଙ୍ଗାକୁ କୂଳକୁ ଟାଣି ଦେଖିବାକୁ…

ସିଆଇଏସଏଫ ଓଡ଼ିଆ ଯବାନଙ୍କ ଗୁଳିମାଡ଼ରେ ଏଏସଆଇ ଆର କେ ଷଡ଼ଙ୍ଗୀ ମୃତ

କୋଲକତା:  କୋଲକତାରେ ଇଣ୍ଡିଆନ ମ୍ୟୁଜିୟମରେ କାର୍ଯ୍ୟରତ ହେଡ କନଷ୍ଟେବଳ ଅକ୍ଷୟ ମିଶ୍ରଙ୍କ ଗୁଳିମାଡରେ  ସିଆଇଏସଏଫ ଏଏସଆଇ ଆରକେ ଷଡ଼ଙ୍ଗୀଙ୍କ ମୃତ୍ୟୁ ହୋଇଛି । ଏହା ସହ ଜଣେ କମାଣ୍ଡାଣ୍ଟ ସୁବୀର ଘୋଷ ଗୁରୁତର ଆହତ ହୋଇଛନ୍ତି । ଅକ୍ଷୟ ମିଶ୍ର ନିଜ ଏକେ 47ରୁ ଗୁଳି ଚଳାଇ ହତ୍ୟା କରିଥିବା…

ପାକିସ୍ତାନର ନୂଆ କାରନାମା: ସୀମାନ୍ତରେ ଉଡାଉଛି ଡ୍ରୋନ୍, ପକାଉଛି AK47

ନୂଆଦିଲ୍ଲୀ: ପାକିସ୍ତାନ ଡ୍ରୋନ ବ୍ୟବହାର କରି ରାତିରେ AK-47 ଭଳି ଅସ୍ତ୍ରଶସ୍ତ୍ରକୁ ନିୟନ୍ତ୍ରଣ ରେଖା LoCରେ ପକାଇଥିବା ଅଭିଯୋଗ କରିଛି  ଜାମ୍ମୁ କାଶ୍ମୀର ପୋଲିସ । ପୋଲିସ ପକ୍ଷରୁ କୁହାଯାଇଛି ଯେ ଗତକାଲି ରାତିରେ ଅଖନୋରର ଏକ ଗାଁରେ ଆକ୍ରମଣକାରୀ ରାଇଫଲ ଏବଂ ପିସ୍ତଲ ଜବତ କରାଯାଇଛି।…