Latest Odisha News

BREAKING NEWS

Browsing Tag

Alliance Air

ଏୟାର ଇଣ୍ଡିଆ ଠାରୁ ଅଲଗା ହେଇଗଲା ଏଲାୟାନ୍ସ ଏୟାର

ଭୁବନେଶ୍ୱର: ଏୟାର ଇଣ୍ଡିଆ ଠାରୁ ଅଲଗା ହୋଇଗଲା ଏଲାୟାନ୍ସ ଏୟାର । ଶୁକ୍ରବାର ଏପ୍ରିଲ ୧୫ରୁ ଏୟାର ଇଣ୍ଡିଆର ଆଞ୍ଚଳିକ ଉଡାଣ କରୁଥିବା ସଂସ୍ଥା ସ୍ୱତନ୍ତ୍ର ହୋଇଯାଇଛି । ଏନେଇ ବିମାନ ଚଳାଚଳ ସଂସ୍ଥା ପ୍ରେସ ବିବୃତ୍ତି ଜରିଆରେ ସୂଚନା ଦେଇଛି । କମ୍ପାନୀରୁ ପୁଞ୍ଜି ଅପସାରଣ ପରେ ଆଞ୍ଚଳିକ…

ପୂରଣ ହେଲା ପଶ୍ଚିମ ଓଡିଶାବାସୀଙ୍କ ସ୍ୱପ୍ନ; ଝାରସୁଗୁଡାରୁ କୋଲକାତାକୁ ଉଡିଲା ବିମାନ

ଭୁବନେଶ୍ୱର: ଏୟାର ଇଣ୍ଡିଆର ସହାୟକ କମ୍ପାନୀ ଆଲିଏନ୍ସ ଏୟାର ଦ୍ୱାରା ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟ (ଭିଏସଏସି)ରୁ ସୋମବାର ଦିନ ଠାରୁ କୋଲକାତାକୁ ବିମାନ ଉଡାଣ ଆରମ୍ଭ ହୋଇଛି । ଯାହାଫଳରେ ପଶ୍ଚିମ ଓଡିଶାବାସୀଙ୍କର ବହୁଦିନର ଦାବି ପୂରଣ ହୋଇଛି । ୭୦ ସିଟ୍ ବିଶିଷ୍ଟ…

ଜାନୁଆରୀ ୩୧ରୁ ଭୁବନେଶ୍ୱର ଦେଇ ଝାରସୁଗୁଡା-ବାରଣାସୀକୁ ଉଡିବ ବିମାନ

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୩୧ ତାରିଖରୁ ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଭାୟା ଭୁବନେଶ୍ୱର ଦେଇ ବାରଣାସୀକୁ ବିମାନ ଉଡାଣ ଆରମ୍ଭ ହେବ । ଏୟାର ଇଣ୍ଡିଆର ସହାୟକ କମ୍ପାନୀ ଆଲିଏନ୍ସ ଏୟାର ଦ୍ୱାରା ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ଦେଇ…

ଆରମ୍ଭ ହେଲା ଝାରସୁଗୁଡାରୁ ଭୁବନେଶ୍ୱର ଓ ରାୟପୁରକୁ ସିଧାସଳଖ ବିମାନ ଉଡାଣ

ଝାରସୁଗୁଡା : ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଏୟାର ଇଣ୍ଡିଆର ସବସିଡାରୀ ସଂସ୍ଥା ଆଲିଏନ୍ସ ଏୟାର ପକ୍ଷରୁ ବୁଧବାର ଦିନ ଝାରସୁଗୁଡ଼ା ବିମାନ ବନ୍ଦରରୁ ଭୁବନେଶ୍ୱର ଓ ରାୟପୁରକୁ ସିଧାସଳଖ ବିମାନ ଉଡାଣ ଆରମ୍ଭ ହୋଇଛି। ଏନେଇ ଝାରସୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକ ସୁଦେଶ କୁମାର ଚୌହାନ…