ଆଲୋଭେରା ଜେଲ ଏପରି ଘରେ ବନାନ୍ତୁ..
ଭୁବନେଶ୍ବର: ସାଧାରଣତଃ ଲୋକମାନେ ବଜାରରୁ ଆଲୋଭେରା ଜେଲ କିଣିଥାନ୍ତି । ଏଥିରେ ଏପରି କିଛି କେମିକାଲ ଥାଏ ଯାହା ଧୀରେ ଧୀରେ ତ୍ବଚା ଓ କେଶକୁ ଖରାପ କରିପାରେ । ତେବେ ଆପଣ ନିଜେ ଅତି ସହଜରେ ଆଲୋଭେରା ଜେଲ ପ୍ରସ୍ତୁତ କରିପାରିବେ । ତାହାବି ଫ୍ରେସ୍ ।
ଏଥିପାଇଁ ଆଲୋଭେରା, ଭିଟାମିନ୍ ସି ଓ…