ପାଟଅଗଣାର ଡାକ-୨
ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ”
ଶ୍ରୀମନ୍ଦିର ବାୟୂକୋଣରେ ପାଟ ଅଗଣାର ଏହି ଅଂଶ, ବିଶେଷ ଆକର୍ଷଣୀୟ । ଲକ୍ଷ୍ମୀ ମନ୍ଦିରଠାରୁ ଆନନ୍ଦ ବଜାର ପ୍ରବେଶପଥ ପର୍ଯ୍ୟନ୍ତ ବେଶ ପ୍ରଶସ୍ତ । ସବୁଠାରୁ ଆନନ୍ଦଦାୟକ । କେତେବେଳେ ଦିବ୍ୟଲୀଳାର ଅଙ୍ଗନ ବା କେତେବେଳେ…