Latest Odisha News

BREAKING NEWS

Browsing Tag

Anandapur

ଏଣିକି ମନଇଚ୍ଛା ବାଜିବନି ‘ଡିଜେ’, କାର୍ଯ୍ୟାନୁଷ୍ଠାନ ପାଇଁ SPମାନଙ୍କୁ DGPଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ଆଉ ଚଳିବନି ମନଇଛା ଉଚ୍ଚ ଧ୍ବନିରେ ‘ଡିଜେ’ ବଜାଇବା। ଅର୍ଥାତ, ବିନା ଅନୁମତିରେ ବାଜିବନି ‘ଡିଜେ’ । ୬୫ ଡେସିବଲ ଟପିଲେ ଗାଡ଼ି ଜବତ କରିବାକୁ ସମସ୍ତ ଜିଲ୍ଲାର ଏସ୍‌‌ପିମାନଙ୍କୁ ଡିଜିପି ସୁନୀଲ ବଂଶଲ ଦେଇଛନ୍ତି କଡ଼ା ନିର୍ଦ୍ଦେଶ । ବିଧାନସଭାରେ ମଙ୍ଗଳବାର ଏହି ପ୍ରସଙ୍ଗ ଉଠାଇ ଏ…

ଧାନ ଡୋଲି ତଳେ ଚାପି ହୋଇ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

କେନ୍ଦୁଝର: ଏମିତି ବି ଆସେ ମୃତ୍ୟୁ । ଶୋଇଥିବା ବେଳେ ଓଲଟି ପଡ଼ିଲା ଧାନ ଡୋଲି । ତଳେ ଚାପି ହୋଇଗଲେ ଦମ୍ପତି । ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ହୋଇଛନ୍ତି ସ୍ୱୀମା । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ବାହିଆବାରଦଣ୍ଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।…

ଟ୍ରକକୁ ପିଟିଲା ଟ୍ରକ, ଦୁଇ ଜଣଙ୍କର ମୃତ୍ୟୁ

କୋନ୍ଦୁଝର: ଆନନ୍ଦପୁର ନିକଟକରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକକୁ ଧକ୍କା ଦେଲା ଆଉ ଗୋଟିଏ ଟ୍ରକ । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ୨୦ ନମ୍ବର ଜାତୀୟ ରାଜପଥ ବୀରଗୋବିନ୍ଦପୁର ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଟ୍ରକ ଖରାପ ହୋଇଥିବାରୁ…

ଯବାନ ପୁଅର ଭୁଜାଲି ଚୋଟରେ ବାପା ମୃତ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଚାଂଚଲ୍ୟ । ଯବାନ ପୁଅର ଭୁଜାଲି ଚୋଟରେ ବାପା ମୃତ ।  ଆନନ୍ଦପୁର ଉପଖଣ୍ଡ ମଦନପୁର ଗାଁରେ ଜଣେ ଆଇଟିବିପି ଯବାନ ପୁଅର ଆକ୍ରମଣରେ ବାପାର ମୃତ୍ୟୁ ହୋଇଛି। ଅଭିଯୁକ୍ତ ଯବାନ ହେଉଛନ୍ତି ଆଇଟିବିପିରେ ଚାକିରି କରିଥିବା ରଞ୍ଜନ ଓଝା। ସେ ଅରୁଣାଚଳ…

ଯୁବତୀଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା

ଆନନ୍ଦପୁର: ଘରେ ବାପା-ମାଆ ନଥିବା ବେଳେ ଯୁବତୀଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଛି । ଏଭଳି ବର୍ବର ହତ୍ୟାକାଣ୍ଡ ଘଟିଛି ମୟୁରଭଂଜ ଜିଲ୍ଲା ମହୁଲଡିଆ ଥାନା ଅନ୍ତର୍ଗତ ଧାତିକିଡିହା ଗାଁରେ । ସୂଚନା ଅନୁସାରେ ବାପା ସୁନିଲ ସିଙ୍କୁ ଓ ମା’ ଜେମାମଣି ଆଜି ସକାଳୁ ଅଟୋରେ ନିଟକସ୍ଥ…

ଆନନ୍ଦପୁର ବିଜେପି ବିଧାନସଭା ପ୍ରାର୍ଥୀ ବିଜେଡିକୁ ଫେରିଲେ

ଭୁବନେଶ୍ୱର : ସମସ୍ତଙ୍କୁ ହତଚକିତ କରି ପୂର୍ବତନ ବିଜେଡି ବିଧାୟକ ଭାଗିରଥୀ ସେଠୀ ନିକଟରେ ଦଳରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ ମଧ୍ୟ ଶୁକ୍ରବାର ଦିନ ପୁର୍ନବାର ଶାସକ ଦଳ ବିଜେଡିକୁ ଫେରିଛନ୍ତି । ଏହି ପୂର୍ବତନ ବିଧାୟକ ନିଜ ସମର୍ଥକଙ୍କ ଗହଣରେ ଆସି ନବୀନ ନିବାସରେ ପହଞ୍ଚିଥିଲେ ।…