Latest Odisha News

BREAKING NEWS

Browsing Tag

ananya pandey

ଗଂଜେଇ ଯୋଗାଇ ଏକ ହାଇ ବଜେଟ୍ ଫିଲ୍ମରୁ ବିଦା ହେଲେ ଅନନ୍ୟା ପାଣ୍ଡେ

ମୁମ୍ବାଇ: ଗତ ଶୁକ୍ରବାର ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ଚଢାଉ କରିଥିଲା ଏନ୍‌ସିବି । ଜବତ ହୋଇଥିଲା ଅନନ୍ୟାଙ୍କ ଲାପ୍‌ଟପ୍‌, ମୋବାଇଲ ଓ ଦୀର୍ଘ ୪ ଘଣ୍ଟା ଧରି ଚାଲିଥିଲା ପଚରାଉଚରା । ଶେଷରେ ଆର୍ଯ୍ୟନଙ୍କୁ ଅନନ୍ୟା ଗଂଜେଇ ଯୋଗାଇଥିବା ନେଇ ସ୍ୱୀକାର କରିବା ସହ ପ୍ରମାଣ ମଧ୍ୟ ହସ୍ତଗତ…

ଆର୍ଯ୍ୟନଙ୍କୁ ତିନିଥର ଗଂଜେଇ ଯୋଗାଇଥିଲେ ଅନନ୍ୟା

ମୁମ୍ବାଇ: ଗୋଆ କ୍ରୁଜ୍ ସିପ୍ ଡ୍ର୍ରଗ୍ସ ମାମଲାରେ ଛନ୍ଦି ହୋଇପଡିଛନ୍ତି ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ଏନସିବିର ପଚରାଉଚରାରେ ଅନନ୍ୟା କରିଛନ୍ତି ଚାଂଚଲ୍ୟକର ଖୁଲାସା । ଥରେ କି ଦୁଇଥର ନୁହେଁ ବରଂ ଆର୍ଯ୍ୟନଙ୍କୁ ସେ ତିନିତିନିଥର ଗଂଜେଇ ଯୋଗାଇଥିବା ଜଣାପଡିଛି । ଏନସିବିର ରିପୋର୍ଟ…

ହାର୍ଡକୋର୍ ଆକ୍ସନ୍ ମୁଡ୍‌ରେ ଅନନ୍ୟା ପାଣ୍ଡେ !

ମୁମ୍ବାଇ: ଗତବର୍ଷ ବଲିଉଡରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ ନବାଗତା ତଥା ଷ୍ଟାରକିଡ୍ ଅନନ୍ୟା ପାଣ୍ଡେ । ତାଜା ସ୍ଥିତିରେ ତାଙ୍କ ହାତରେ ରହିଛି ୪ଟି ଫିଲ୍ମ ସହ ଏକାଧିକ ଆଡ୍ ଫିଲ୍ମ । ବେଶ କମ୍ ସମୟ ଭିତରେ ସେ ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିବାରେ ସଫଳ ହୋଇଛନ୍ତି । ଏକ…

ସେଲିବ୍ରିଟିଙ୍କ ଆଡ୍ଡା ଗୋଆ!!

ଗୋଆ: ଜିନିଷଗୁଡିକ ନୂତନ ସ୍ୱାଭାବିକ ହେବାକୁ ଯାଉଛି ତେଣୁ ଚଳଚ୍ଚିତ୍ର ତାରକାମାନେ ପୁନର୍ବାର କାମ କରିବା ଆରମ୍ଭ କରିଛନ୍ତି ଓ ନିଜ ଘରୁ ବିରତି ନେଇଛନ୍ତି । ସାରା ଅଲି ଖାନ, ଅନନ୍ୟା ପାଣ୍ଡେ, ବରୁଣ ଧାୱନ ଏବଂ ଇଶାନ ଖଟ୍ଟରଙ୍କ ପରି ସେଲିବ୍ରିଟି ଗୋଆ ବେଳାଭୂମି ଉପଭୋଗ କରିବ ଦେଖାଯାଉଛି ।…

ବଲିଉଡ ନୁହେଁ ଏବେ ଟଲିଉଡ୍ ଉପରେ ଅନନ୍ୟାଙ୍କ ଭରସା !

ମୁମ୍ବାଇ: କରୋନା ମହାମାରୀ ପାଇଁ ଅଟକି ପଡିଛି ସାରା ବିଶ୍ୱ । ଏମିତି ସ୍ଥିତିରେ ଭାରତର ଫିଲ୍ମ ଇଣ୍ଡଷ୍ଟ୍ରୀ ବି ଠପ୍ ପଡିଛି । କରୋନା ପୂର୍ବରୁ ଅନନ୍ୟା ପାଣ୍ଡେଙ୍କ ଫିଲ୍ମ ଫାଇଟର୍‌ର ସୁଟିଂ ଚାଲିଥିଲା । ହେଲେ ଏବେ ତାହା ଅଧାରେ ପଡି ରହିଛି । ଏହି ଫିଲ୍ମରେ ସେ ବିଜୟ ଦେବରକୋଣ୍ଡାଙ୍କ ସହ ନଜର…