ବିଶିଷ୍ଟ ସାମ୍ବାଦିକ ତଥା ଲେଖକ ଅନିଲ ଧାରକରଙ୍କର ଦେହାନ୍ତ
ମୁମ୍ବାଇ: ବିଶିଷ୍ଟ ସାମ୍ବାଦିକ ତଥା ଲେଖକ ଅନିଲ ଧାରକରଙ୍କର ପରଲୋକ ହୋଇଛି । ମୁମ୍ବାଇର ଏକ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗୁରୁବାର ତାଙ୍କର ସର୍ଜରୀ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା ।
ସେ ସ୍ତମ୍ଭକାର ଓ ଲେଖକ ଭାବେ ସକ୍ରିୟ ଥିଲେ ।…