Latest Odisha News
Browsing Tag

Anjali Behera

ସମିତିସଭ୍ୟ ନିର୍ବାଚନ ହାରିଲେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା

ଢେଙ୍କାନାଳ: ପଞ୍ଚାୟତନ ନିର୍ବାଚନରେ ହାରିଲେ ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତ୍ରୀ ଅଞ୍ଜଳି ବେହେରା । ସମତି ସଭ୍ୟ ପଦ ପାଇଁ ଲଢ଼େଇ କରି ସେ ପରାସ୍ତ ହୋଇଛନ୍ତି । ଅଞ୍ଜଳି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଗିରିଧରପ୍ରସାଦ ପଞ୍ଚାୟତରେ ସମତି ସଭ୍ୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିଲେ ।…

ସମିତି ସଭ୍ୟା ପାଇଁ ନାମାଙ୍କନ ଭରିଲେ ପୂର୍ବତନ ମନ୍ତ୍ରୀ

ଢେଙ୍କାନାଳ: ୩ ଥର ବିଧାୟିକା । ୨ ଥର ମନ୍ତ୍ରୀ । ଏବେ ପଞ୍ଚାୟତ ନିର୍ବାଚନରେ ସମିତି ସଭ୍ୟା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ପୂର୍ବତନ ମନ୍ତ୍ରୀ ଅଞ୍ଜଳୀ ବେହେରା । ଯାହାକୁ ନେଇ ଏବେ ଢେଙ୍କାନାଳ ସହ ରାଜ୍ୟରେ ବି ଚର୍ଚ୍ଚା । ଗତକାଲି ଶେଷ ଦିନରେ ଅଞ୍ଜଳୀ ବେହେରା ଢେଙ୍କାନାଳ ଜିଲ୍ଲା…