Latest Odisha News

BREAKING NEWS

Browsing Tag

Anna Hazare

କେଜ୍ରିୱାଲଙ୍କୁ ସିବିଆଇର ସମନ ନେଇ ମୁହଁ ଖୋଲିଲେ ଆନ୍ନା ହଜାରେ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ସିବିଆଇ ଏବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପଚରାଉଚରା କରିବ । କେଜ୍ରିୱାଲଙ୍କୁ ଆସନ୍ତାକାଲି ଜେରା ପାଇଁ ସିବିଆଇ ସମନ ଜାରି କରିଛି । କେଜ୍ରିୱାଲଙ୍କୁ ସିବିଆଇର ସମନ ପରେ ପ୍ରତିକ୍ରିୟା ରଖିଛନ୍ତି ଆନ୍ନା ହଜାରେ ।…

ସରକାରଙ୍କ ବିରୋଧରେ ଅନଶନ କରିବେ ଆନ୍ନା ହଜାରେ, ମନାଇବାକୁ ଗଲେ କେନ୍ଦ୍ରମନ୍ତ୍ରୀ

ମୁମ୍ବାଇ: କୃଷକ ଆନ୍ଦୋଳନ ଚାଲିଥିବା ବେଳେ ସମାଜସେବୀ ଆନ୍ନା ହଜାରେ କେନ୍ଦ୍ର ସରକାରଙ୍କ ବିରୋଧରେ ଜାନୁଆରୀ ୩୦ରୁ ଆମରଣ ଅନଶନ ଆରମ୍ଭ କରିବାକୁ ଯାଉଛନ୍ତି । ସ୍ୱାମୀନାଥନ ଆୟୋଗଙ୍କ ସୁପାରିସକୁ ଲାଗୁ କରିବା ଲାଗି ଆନ୍ନା ହଜାରେ ୨୦୧୮ରୁ କେନ୍ଦ୍ର ସରକାରଙ୍କୁ ଦାବି କରି ଆସୁଛନ୍ତି । ସରକାର…

ନଭେମ୍ବର ୬ରେ ଓଡିଶା ଆସୁଛନ୍ତି ପ୍ରସିଦ୍ଧ ସମାଜସେବୀ ଆନ୍ନା ହଜାରେ

ଭୁବନେଶ୍ବର: ଆସନ୍ତା ନଭେମ୍ବର ୬ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରସିଦ୍ଧ ସମାଜସେବୀ କିଶାନ ବାବୁରାଓ ହଜାରେ। ଯିଏକି ଆନ୍ନା ହଜାରେ ନାମରେ ସୁପରିଚିତ । ଗଣମାଧ୍ୟମକୁ ସୂଚନା ଦେଇ ଶୁକ୍ରବାର ନବ ନିର୍ମାଣ କୃଷକ ସଙ୍ଗଠନର ସଂଯୋଜକ ଅକ୍ଷୟ କୁମାର କହିଛନ୍ତି, "ଆନ୍ନା ହଜାରେ ଓଡିଶା…