Latest Odisha News

BREAKING NEWS

ରାଜଧାନୀରେ ସାମ୍ବାଦିକଙ୍କର ହେଲା କୋଭିଡ ୧୯ ଆଣ୍ଟିଜେନ ଟେଷ୍ଟ

ଭୁବନେଶ୍ୱର: ପ୍ରତିଦିନ ଖବର ସଂଗ୍ରହ କରିବା ପାଇଁ ସାମ୍ବାଦିକମାନେ ଫିଲ୍ଡ ଯିବାକୁ ବାଧ୍ୟ ହୋଇଥାନ୍ତି । କରୋନା ସଂକ୍ରମଣ ଭୟରେ ସମସ୍ତଙ୍କୁ ଦରକାର ନ ଥିଲେ ବାହାରକୁ ନ ଯିବା ପାଇଁ ସତର୍କ କରୁଛନ୍ତି ସରକାର । କିନ୍ତୁ ଖବର ସଂଗ୍ରହ ପାଇଁ ସେ ବାହାରକୁ ଯିବାକୁ ବାଧ୍ୟ । ତେଣୁ ପ୍ରତିଟି ସମୟରେ ସାମ୍ବାଦିକ ପାଇଁ ସଂକ୍ରମଣର ଭୟ ରହିଛି ।

ଏହି ଆଗ ଧାଡିର ଯୋଦ୍ଧାଙ୍କର ଆଜି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କୋଭିଡ ୧୯
ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା । ସହିଦ ନଗର କଲ୍ୟାଣ ମଣ୍ଡପଠାରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥାର ସାମ୍ବାଦିକ, ଫଟୋ ସାମ୍ବାଦିକ ଓ କ୍ୟାମେରାମ୍ୟାନଙ୍କର ପରୀକ୍ଷା କରାଯାଇଛି ।

Leave A Reply

Your email address will not be published.