Latest Odisha News

BREAKING NEWS

Browsing Tag

Asit Tripathy

ପଶ୍ଚିମ ଓଡିଶା ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ଅସିତ ତ୍ରିପାଠୀ

ଭୁବନେଶ୍ୱର: ପଶ୍ଚିମ ଓଡିଶା ଉନ୍ନୟନ ପରିଷଦର ଅଧ୍ୟକ୍ଷ ଓ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ଦାୟିତ୍ୱ ନେଲେ ଅସିତ ତ୍ରିପାଠୀ । ଦାୟିତ୍ୱ ଗ୍ରହଣ କରିବା ପରେ ସେ ପଶ୍ଚିମ ଓଡିଶା ଉନ୍ନୟନ ପରିଷଦର କାମର ସମୀକ୍ଷା କରିଛନ୍ତି । ଗତ ୩୧ ତାରିଖରେ ଅସିତ ତ୍ରିପାଠୀ ମୁଖ୍ୟ ଶାସନ ସଚିବ ପଦରୁ…

ଆଜି ଅବସର ନେବେ ଅସିତ ତ୍ରିପାଠୀ, ମୁଖ୍ୟଶାସନ ସଚିବ ଭାବରେ କୋଭିଡ ମୁକାବିଲା ଥିଲା ବଡ ଆହ୍ୱାନ

ଭୁବନେଶ୍ୱର: ଆଜି ଅବସର ନେବେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ମୋଟ ୧୬ ମାସ ଏହି ପଦବୀରେ ରହି ସେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଛନ୍ତି । କୋଭିଡ୍ ମୁକାବିଲା ହେଉ ଅବା ଭକ୍ତଶୂନ୍ୟ ରଥଯାତ୍ରାର ଆୟୋଜନ ସବୁଥିରେ ତାଙ୍କର ଅବଦାନ ରହିଛି । ୨୦୧୯ ମସିହା ଅଗଷ୍ଟ ମାସରେ…

ପ୍ରତିକୂଳ ପାଗ ଯୋଗୁଁ ମୁଖ୍ୟ ଶାସନ ସଚିବଙ୍କ ବଲାଙ୍ଗୀର ଗ୍ରସ୍ତ ବାତିଲ

ଭୁବନେଶ୍ୱର: ପ୍ରତିକୂଳ ପାଗ ଯୋଗୁଁ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠିଙ୍କ ବଲାଙ୍ଗୀର ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଛି । ପ୍ରାପ୍ତ ସୂଚନାନୁଯାୟୀ ଶ୍ରୀ ତ୍ରୀପାଠିଙ୍କ ସମେତ ଜଳ ସମ୍ପଦ ସଚିବ ପ୍ରଦୀପ ଜେନା, ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ, ସ୍ୱାସ୍ଥ୍ୟ ସଚିବ…

ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଲେ ଅସିତ ତ୍ରିପାଠୀ

ଭୁବନେଶ୍ୱର: ଓଡିଶାର ନୂଆ ମୁଖ୍ୟ ଶାସନ ସଚିବ ଭାବେ ସୋମବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି ଅସିତ ତ୍ରିପାଠୀ । ପୂର୍ବତନ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଇସ୍ତଫା ଦେବାପରେ ତାଙ୍କ ସ୍ଥାନରେ ୧୯୮୬ ବ୍ୟାଚର ଆଇଏଏସ ଅଧିକାରୀ ଅସିତ ତ୍ରିପାଠୀଙ୍କୁ ଏହି ପଦରେ ନିଯୁକ୍ତି…

ଅସିତ୍ ତ୍ରିପାଠୀ ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ

ଭୁବନେଶ୍ୱର: ଓଡ଼ିଶା ସରକାର ଗୁରୁବାର ଦିନ ବରିଷ୍ଠ ଆଇଏଏସ ଅଧିକାରୀ ଅସିତ୍ ତ୍ରିପାଠୀଙ୍କୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ କରିଛନ୍ତି । ବରିଷ୍ଠ ପ୍ରଶାସନିକ ଅଧିକାରୀ ଆଦିତ୍ୟ ପ୍ରସାଦ ପାଢୀ ମୁଖ୍ୟ ଶାସନ ସଚିବ ପଦବୀରୁ ଇସ୍ତଫା ପ୍ରଦାନ କରିବା ପରେ ଏହି ପଦ ଖାଲି ପଡ଼ିଥିଲା ।…