ଅଟଳ ଟନେଲ ନିକଟରୁ ଉଦ୍ଧାର ହେଲେ ୩୦୦ରୁ ଅଧିକ ପର୍ଯ୍ୟଟକ
ଶିମଲା: ହିମାଚଳ ପ୍ରଦେଶ ପୋଲିସ ତୁଷାରପାତ ପରେ ରୋହତଙ୍ଗର ଅଟଳ ଟନେଲ ନିକଟରେ ୩୦୦ ରୁ ଅଧିକ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛି। ସୂଚନା ଅନୁଯାୟୀ ଶନିବାର ପୂର୍ବାହ୍ନରେ କିଛି ପର୍ଯ୍ୟଟକ ଟନେଲ ପାର ହୋଇଯାଇଥିଲେ କିନ୍ତୁ ସନ୍ଧ୍ୟାରେ ତୁଷାରପାତ ହେତୁ ଲାହଲରେ କୌଣସି ବିଶ୍ରାମ ସ୍ଥାନ…