୨୦୨୩ ଡିସେମ୍ବର ସୁଦ୍ଧା ଶେଷ ହୋଇପାରେ ଅଯୋଧ୍ୟା ମସଜିଦ୍ ନିର୍ମାଣ କାର୍ଯ୍ୟ
ପାଖାପାଖି ସମୟରେ ପ୍ରସ୍ତୁତ ହୋଇଯିବ ରାମ ମନ୍ଦିର ଓ ଅଯୋଧ୍ୟା ମସଜିଦ୍ । ଉଚ୍ଚତମ ନ୍ୟାୟାଳୟର ନିର୍ଦ୍ଦେଶ ମୁତାବକ ଅଯେଧ୍ୟା ଭୂମିରେ ମୁସଲମାନମାନଙ୍କୁ ଦିଆଯାଇଥିବା ଜମିରେ ମସଜିଦ୍ ନିର୍ମାଣ ହେବ । ମସଜିଦର ନିର୍ମାଣ କାର୍ଯ୍ୟ ୨୦୨୩ ଡିସେମ୍ବର ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି । ଏ…