ବାବା ରାମଦେବଙ୍କ କୋଭିଡ଼-୧୯ ଔଷଧ ବିକ୍ରି ନେଇ ରାଜସ୍ଥାନ ମନ୍ତ୍ରୀଙ୍କ ଚେତାବନୀ
ଜୟପୁର: ରାଜସ୍ଥାନ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା ଚେତାବନୀ ଦେଇ ଗୁରୁବାର ଦିନ କହିଛନ୍ତି, ବାବା ରାମଦେବଙ୍କ ଦ୍ୱାରା ପ୍ରସ୍ତୁତ କୋଭିଡ଼-୧୯ ଔଷଧ ଯେଉଁମାନେ ବିକ୍ରି କରୁଥିବେ ଧରାପଡ଼ିଲେ ଦୃଢ ପଦକ୍ଷେପ ଗ୍ରହଣ କରାଯିବ ।
ଏପରିକି ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ,…