Latest Odisha News
Browsing Tag

Bajrang dal

କର୍ଣ୍ଣାଟକରେ ବିଜେପିର ଅସ୍ତ୍ର, ‘ଜୟ ବଜରଙ୍ଗବାଲି’ !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନରେ ପ୍ରଚାର ଯେତିକି ଜୋରଦାର ହେଉଛି ବିବାଦ ମଧ୍ୟ ସେତିକି ତୀବ୍ର ହେଉଛି। ପ୍ରଚାର ସହ ବିବାଦକୁ ରାଜନୈତିକ ପ୍ରସଙ୍ଗ କରି ବିଭିନ୍ନ ଦଳ କର୍ଣ୍ଣାଟକବାସୀଙ୍କ ମନ ଜିଣିବାକୁ ଉଦ୍ୟମ କରୁଥିବା ଦେଖାଯାଇଛି। ସେପଟେ ବଜରଙ୍ଗ ଦଳକୁ ବ୍ୟାନ କରିବା ଟିପ୍ପଣୀକୁ…

[ଭିଡିଓ] ଭାରତରେ ପାକିସ୍ତାନୀ ଫୁଡ୍ ଫେଷ୍ଟିଭାଲ ବନ୍ଦ କଲା ବଜରଙ୍ଗ ଦଳ

ଭୁବନେଶ୍ୱର: ଗୁଜରାଟରେ ପାକିସ୍ତାନୀ ଫୁଡ୍ ଫେଷ୍ଟିଭାଲ ପାଇଁ ହୋଇଥିଲା ଭବ୍ୟ ଆୟୋଜନ । ଖବର ପାଇ ଏକ ରେଷ୍ଟୁରାଣ୍ଟରେ ପହଂଚିଥିଲା ବଜରଙ୍ଗ ଦଳ । ହୋଇଥିଲା ଜୟ ଶ୍ରୀରମ ଓ ହର ହର ମହାଦେବ ନାରାବାଜି । ଶେଷରେ ଫୁଡ୍ ଫେଷ୍ଟିଭାଲ ବନ୍ଦ କରିବା ସହ ବ୍ୟାନର ଜାଳି ପ୍ରତିବାଦ କରିଥିଲା ବଜରଙ୍ଗ ଦଳ ।…

କଶ୍ମୀରରେ ହିନ୍ଦୁଙ୍କ ହତ୍ୟା ଘଟଣାକୁ ନେଇ ବରଗଡ଼ ବଜରଙ୍ଗୀ ଦଳର ବିକ୍ଷୋଭ

ବରଗଡ଼ : ବରଗଡ଼ରେ ବଜରଙ୍ଗୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । କଶ୍ମୀରରେ ନିରୀହ ହିନ୍ଦୁ ମାନଙ୍କୁ ହତ୍ୟା କରାଯାଇଥିବା ନେଇ ବରଗଡ଼ ଗାନ୍ଧୀ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବଜରଙ୍ଗୀ ଦଳର କର୍ମୀମାନେ । ଆତଙ୍କବାଦୀମାନଙ୍କ ପୋଷ୍ଟର ଓ ପାକିସ୍ତାନୀ ପତାକାରେ କୁଶପୁତ୍ତଳିକା ଦାହ କରିଥିଲେ…