ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୮ )
ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ : ୮
ଜବା ଚାବିକାଢିଲା ତା' ଜିନ୍ସ ପକେଟରୁ। ନିଜ ଘର ଭାବି ପଶିଲା ବୀରଦର୍ପରେ। 'ଆଣ୍ଟି ଗୋ ନମସ୍କାର ' , କହିଲା ତା' ମିଠା ସୁରରେ। ଏଥର ନିଜର ଲୁଗାପଟା ବଦଳାସହ ସଫାସୁତୁରା ପର୍ବ। ବଡ ଅଜବ ଅନୁଶାସନ ଏ ଘରେ। ମାତ୍ର,…