ରାତି ୮ଟା ଯାଏଁ ଖୋଲିବ ବ୍ୟାଙ୍କ !
ଭୁବନେଶ୍ୱର: ରାଜଧାନୀର ବ୍ୟାଙ୍କ ଅଫ ଇଣ୍ଡିଆ ଏଣିକି ରାତି ୮ଟା ଯାଏଁ ଖୋଲା ରହିବ । ଏହାର ଗ୍ରାହକ ସେବା କେନ୍ଦ୍ର ଏହି ସୁବିଧା ଯୋଗାଇଦେବ । ଆଜି ରାଜଧାନୀରେ ଏହି ସେବାକେନ୍ଦ୍ର ଉଦଘାଟିତ ହୋଇଛି । ସବୁ ବ୍ୟାଙ୍କର ଗ୍ରାହକ ସେବା ଦିନ ୪ଟା ଯାଏଁ ଖୋଲା ରହୁଥିବା ବେଳେ ବ୍ୟାଙ୍କ ଅଫ ଇଣ୍ଡିଆର…