Latest Odisha News

BREAKING NEWS

ରାତି ୮ଟା ଯାଏଁ ଖୋଲିବ ବ୍ୟାଙ୍କ !

ଭୁବନେଶ୍ୱର: ରାଜଧାନୀର ବ୍ୟାଙ୍କ ଅଫ ଇଣ୍ଡିଆ ଏଣିକି ରାତି ୮ଟା ଯାଏଁ ଖୋଲା ରହିବ  । ଏହାର ଗ୍ରାହକ ସେବା କେନ୍ଦ୍ର ଏହି ସୁବିଧା ଯୋଗାଇଦେବ । ଆଜି ରାଜଧାନୀରେ ଏହି ସେବାକେନ୍ଦ୍ର ଉଦଘାଟିତ ହୋଇଛି । ସବୁ ବ୍ୟାଙ୍କର ଗ୍ରାହକ ସେବା ଦିନ ୪ଟା ଯାଏଁ ଖୋଲା ରହୁଥିବା ବେଳେ ବ୍ୟାଙ୍କ ଅଫ ଇଣ୍ଡିଆର ଏହି ଗ୍ରାହକ ସେବା କେନ୍ଦ୍ର ରାତି ୮ଟା ଯାଏଁ ଖୋଲା ରହିବ ବୋଲି ସୂଚନା ଦିଆଯାଇଛି ।

ଏହି ସମୟ ମଧ୍ୟରେ ଜନଧନ ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ସୁରକ୍ଷା ଯୋଜନା ଓ ଅଟଳ ପେନସନ ଯୋଜନାର ଲାଭ ଉଠାଇପାରିବେ ଗ୍ରାହକ ।

Leave A Reply

Your email address will not be published.