ପ୍ରସିଦ୍ଧ ଗାୟକ ବାପି ଲାହିରିଙ୍କୁ କରୋନା
ନୂଆଦିଲ୍ଲୀ: ଭେଟେରାନ୍ ଗାୟକ ତଥା ସଂଗୀତ ରଚୟିତା ବାପି ଲାହିରି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ତାଙ୍କ ଝିଅ ରିମା ଲାହିରି ବୁଧବାର ରାତିରେ ଏହି ସୂଚନା ଦେବା ସହ ତାଙ୍କୁ ଦକ୍ଷିଣ ମୁମ୍ବାଇର ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି କହିଛନ୍ତି।
ଏକ ବିବୃତ୍ତିରେ ରିମା…