Latest Odisha News

BREAKING NEWS

Browsing Tag

Bar Sealed

ରାଜଧାନୀରେ ପୁଣି ୨ଟି ବାର୍ ସିଲ୍

ଭୁବନେଶ୍ୱର: ଯେତେ କହିଲେ ବି କୋଭିଡ୍ କଟକଣାକୁ ବେଖାତିର କରୁଛନ୍ତି ବାର୍ ମାଲିକ । ଭୁବନେଶ୍ୱରରେ ଗତ କିଛି ଦିନ ହେବ ଏଭଳି ଘଟଣା ସାମନାକୁ ଆସୁଛି । କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱରରେ ପୁଣି ଦୁଇଟି ବାର୍ ସିଲ୍ କରିଛି ବିଏମସି । ସିଲ୍ ହୋଇଛି BBI ଓ UPRE ବାର୍ ।…

ଭୁବନେଶ୍ୱରରେ ମ୍ୟାଡ୍ ମୁଲ୍ ବାର୍ ସିଲ୍, ମାନୁ ନଥିଲେ ନାଇଟକର୍ଫ୍ୟୁ ନିୟମ

ଭୁବନେଶ୍ୱର: କୋଭିଡ୍ ଗାଇଡଲାଇନର ଉଲ୍ଲଂଘନ ଯୋଗୁ ବାର୍ ସିଲ୍ । ଭୁବନେଶ୍ୱର ଜନପଥରେ ଥିବା ମ୍ୟାଡ୍ ମୁଲ୍ ବାରକୁ ସିଲ୍ କରିଛି ବିଏମସି । ରାତି ୧୦ଟା ପରେ ବାର୍ ଚାଲିଥିବା ଖବର ପାଇ ଅଚାନକ ଚଢ଼ାଉ କରିଥିଲେ ବିଏମସି ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଓ ଖାରବେଳ ନଗର ଥାନା ପୋଲିସ । ନାଇଟକର୍ଫ୍ୟୁ…