ମେକଅପ୍ ଖରାପ କରିବାରୁ ଥାନାରେ ଏତଲା ଦେଲେ କନିଆ
ନୂଆଦିଲ୍ଲୀ : ସୁନ୍ଦର ଦେଖାଯିବା ପାଇଁ ସମସ୍ତଙ୍କର ବହୁତ ଇଚ୍ଛା ରହିଥାଏ । ବିଶେଷ କରି ବିବାହ ସମୟରେ ସୁନ୍ଦର ଦେଖାଯିବା ପାଇଁ ନିକଟସ୍ଥ ବିୟୁଟି ପାର୍ଲରର ସାହାଯ୍ୟ ନେଇଥାଆନ୍ତି । ତେବେ ଏଭଳି ସ୍ଥିତିରେ ନିକଟରେ ବାହାଘରର ମେକଅପ୍ କରି ହଟାହଟା ହୋଇଛନ୍ତି ପାର୍ଲର ମାଲିକ । କନିଆକୁ …