Latest Odisha News

BREAKING NEWS

Browsing Tag

beggar

ସ୍ବାମୀ ଓ ୬ ପିଲାଙ୍କୁ ଛାଡି ଭିକାରୀ ସହ ଫେରାର୍ ମହିଳା

ଲକ୍ଷ୍ନୌ: ପ୍ରେମରେ ପଡିଲେ ଠିକ୍ ଭୁଲ୍ କିମ୍ବା ଭଲ ମନ୍ଦ କିଛି ବି ଜଣା ପଡିନଥାଏ। ଏପରି ଏକ କାହାଣୀ ଉତ୍ତରପ୍ରଦେଶର ହର୍ଦୋଇରୁ ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ୩୬ ବର୍ଷର ମହିଳା ନିଜ ସ୍ୱାମୀ ଏବଂ ଛଅ ପିଲାଙ୍କୁ ଛାଡି ଜଣେ ଭିକାରୀ ସହ ପଳାଇଛନ୍ତି।…

ଲକ୍ଷ୍ନୌର ଭିକାରୀ ମାନେ ଲକ୍ଷପତି, ଜାଣନ୍ତୁ ଦିନକୁ କେତେ କରନ୍ତି ରୋଜଗାର

ଲକ୍ଷ୍ନୌ: ଆପଣ ମାନେ ଛକ, ବସ୍ କିମ୍ବା ଟ୍ରେନ୍ ଏବଂ ଅନ୍ୟାନ୍ୟ ସ୍ଥାନରେ ଛୋଟ ପିଲା ଓ ଶିଶୁଙ୍କୁ ନିଜ କୋଳରେ ଧରି ମହିଳାମାନେ ଭିକ ମାଗୁଥିବାର ବହୁବାର ଦେଖିଥିବେ। ଏଭଳି ପରିସ୍ଥିତିରେ ଲୋକମାନେ ଦୟାପରବଶ ହୋଇ ଦାନରେ ଟଙ୍କା ଦେଇ ଦିଅନ୍ତି। ତେବେ ୟୁପିର ରାଜଧାନୀ ଲକ୍ଷ୍ନୌରେ କରାଯାଇଥିବା…

[ଭିଡିଓ] ବାରଣାସୀ ରାସ୍ତାରେ ଭିକ ମାଗୁଛନ୍ତି ବିଏସ୍‌ସି ଗ୍ରାଜୁଏଟ୍ ମହିଳା !

ଭୁବନେଶ୍ୱର: ଭଲ ଶିକ୍ଷା, ପରିବାରର ବ୍ୟକଗ୍ରାଉଣ୍ଡ ଓ ଉଚ୍ଚ ପାଉଣାଯୁକ୍ତ ଚାକିରୀ ଉପରେ ନିର୍ଭର ଆମ ଜୀବନର ମାପଦଣ୍ଡ । ହେଲେ ବେଳେବେଳେ ଆମ ଜୀବନ ଅପ୍ରତ୍ୟଶିତ ଭାବେ ଧାରା ପରିବର୍ତ୍ତନ କରିଥାଏ । ସବୁ ଥାଇ ବି ପାଖରେ କେହି ନଥାନ୍ତି । ଉଦାହରଣ ସ୍ୱରୂପ ଶିକ୍ଷାଗତ ଯୋଗ୍ୟତା ଥାଇ ସୁଦ୍ଧା ଅନେକ…

ବିମୁଦ୍ରୀକରଣ କ’ଣ ଜାଣିନଥିଲେ, ଏବେ ସଂଚିତ ପୁଂଜି ବଦଳ ପାଇଁ ଦୃଷ୍ଟିହୀନଙ୍କ ନିବେଦନ

ଓଡିଶା ସମ୍ବାଦ ବ୍ୟୁରୋ: ନୋଟବନ୍ଦୀ ଅବା ବିମୁଦ୍ରୀକରଣକୁ ନେଇ ଦିନେ ଭାରତରେ ହଟଚମଟ ସୃଷ୍ଟି ହୋଇଥିଲା । କୋଟିକୋଟି ଲୋକ ଧନ୍ଦି ହୋଇଥିଲାବେଳେ ଅନେକ ଲୋକ ଅଜାଣତରେ ହଟହଟା ହୋଇଥିଲେ । ହେଲେ ନିକଟରେ ଜଣେ ଦୃଷ୍ଟିହୀନ ବ୍ୟକ୍ତି କିଛି ଅଚଳ ନୋଟକୁ ବଦଳ କରିବାକୁ ନିବେଦନ ଘଟଣା ଏବେ ଖୁବ ଚର୍ଚ୍ଚା…

ରାନୁ ମଣ୍ଡଳଙ୍କ ପରେ ସନ୍ନି ବାବା, ଭିଡିଓ ଭାଇରାଲ୍‌ !

ବିହାର: ଖୋଦ ନିଜେ ନିଜର ପରିଚୟ ଜାଣିଥାନ୍ତି ପ୍ରତିଭାଶାଳୀ ଲୋକ । ନିକଟରେ ରାନୁ ମଣ୍ଡଳ ଇଣ୍ଟରନେଟ୍‌ରେ ଭାଇରାଲ୍ ହେବା ପରେ ଏହାର ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଥିଲା । ହେଲେ ଏବେ ରାନୁ ମଣ୍ଡଳଙ୍କ ପରେ ସାମ୍ନାକୁ ଆସିଛନ୍ତି ସନ୍ନି ବାବା । ଯାହାଙ୍କ ଇଂଲିଶ ଗାୟକୀ ଏବେ ସୋସିଆଲ ମିଡିଆରେ…